ଉତ୍ତର ପ୍ରଦେଶ ଦିବସ ପାଇଁ ବାଲୁକା ଶିଳ୍ପୀ ମାନସଙ୍କ କଳାକୃତି
ପୁରୀ, ୨୪ ଜାନୁଆରୀ (ହି.ସ.)- ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଉତ୍ତରପ୍ରଦେଶର ମୁରଦାବାଦ ସହର ଠାରେ ଉତ୍ତର ପ୍ରଦେଶ ଦିବସ ଅବସରରେ ଉଦେଷା ଫେଷ୍ଟିଭାଲରେ ଏକ ୨୨ ଫୁଟ ଓସାର ଏବଂ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳା ନିର୍ମାଣ କରିଛନ୍ତି |ଏହି ବାଲୁକା କଳାରେ ଉତ୍ତରପ୍ରଦେଶର କଳା, ସ
ଉତ୍ତର ପ୍ରଦେଶ ଦିବସ ପାଇଁ ବାଲୁକା ଶିଳ୍ପୀ ମାନସ ଙ୍କ କଳାକୃତି


ପୁରୀ, ୨୪ ଜାନୁଆରୀ (ହି.ସ.)- ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଉତ୍ତରପ୍ରଦେଶର ମୁରଦାବାଦ ସହର ଠାରେ ଉତ୍ତର ପ୍ରଦେଶ ଦିବସ ଅବସରରେ ଉଦେଷା ଫେଷ୍ଟିଭାଲରେ ଏକ ୨୨ ଫୁଟ ଓସାର ଏବଂ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳା ନିର୍ମାଣ କରିଛନ୍ତି |ଏହି ବାଲୁକା କଳାରେ ଉତ୍ତରପ୍ରଦେଶର କଳା, ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଅତି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି| ଏହାକୁ ନିର୍ମାଣ କରିବାକୁ ମାନସଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା | ବାଲୁକା କଳା ଦେଖି ଉତ୍ତରପ୍ରଦେଶର ଦର୍ଶକ ଖୁସି ବ୍ୟକ୍ତ କରିଛନ୍ତି ବୋଲି ମାନସ ଜଣାଇଛନ୍ତି |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande