ଶିଶୁ ସୁରକ୍ଷା ଆଇନର ସ୍ବତନ୍ତ୍ର ଜୁଭେନାଇଲ ପୋଲିସ ୟୁନିଟର ଭୂମିକା ସମ୍ପର୍କିତ କର୍ମଶାଳା
ଖୋର୍ଦ୍ଧା, 28 ଜାନୁଆରି (ହି.ସ.) ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ସମ୍ମିଳନୀ କକ୍ଷ ଶିଶୁ ସୁରକ୍ଷା ୟୁନିଟ ଓ ଇଣ୍ଡିଆ ତରଫରୁ କିଶୋର ନ୍ୟାୟ ଆଇନ ବାଲ୍ୟବିବାହ ନିଷେଧ ତଥା ଯୌନ ନିର୍ଯା ର୍ଯାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଆଇ ଇନ ରେ ସ୍ବତନ୍ତ୍ର ଜୁଭେନାଇଲ ପୁଲିସ ୟୁନିଟ ର ଭୂମିକା ସମ୍ପର୍କି
Shishu


ଖୋର୍ଦ୍ଧା, 28 ଜାନୁଆରି (ହି.ସ.) ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ସମ୍ମିଳନୀ କକ୍ଷ ଶିଶୁ ସୁରକ୍ଷା ୟୁନିଟ ଓ ଇଣ୍ଡିଆ ତରଫରୁ କିଶୋର ନ୍ୟାୟ ଆଇନ ବାଲ୍ୟବିବାହ ନିଷେଧ ତଥା ଯୌନ ନିର୍ଯା ର୍ଯାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଆଇ ଇନ ରେ ସ୍ବତନ୍ତ୍ର ଜୁଭେନାଇଲ ପୁଲିସ ୟୁନିଟ ର ଭୂମିକା ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଟିତ ହୋଇଛି . ଅତିରିକ୍ତ ଏସ ପି ଯୁଗଳ କୁମାର କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ |.ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଏହି କ କର୍ମଶାଳା ର ଆଭିମୁଖ୍ୟ ଉପରେ ସ୍ବାଗତ ଭାଷଣ ଦେଇଥିଲେ | ପ୍ଲାନ ଇଣ୍ଡିଆ ର ପ୍ରୋଜେକଟ କୋଅର୍ଡିନେ ନେଟର ପ୍ରଦ୍ଯୁତ ରଞ୍ଜନ ରାଉତ ପ୍ଲାନ ଇଣ୍ଡିଆ ର ଜିଲ୍ଲା ରେ ହେଉଥୁବା କାମ ଗୁଡିକର ବିବରଣୀ ରଖୁଥୁଲେ. ଏହି ସଚେତନତା କ କର୍ମଶାଳା ରେ ଖୋର୍ଦ୍ଧା ନାଁ ଜିଲ୍ଲା ର ସମସ୍ତ ଥାନା ଥାନା ରୁ ଏହି କର୍ମଶାଳା ରେ ଅଂଶଗ୍ରହଣ କରିଥିଲେ |ମାନସୀ ପାଢ଼ ପାଢ଼ୀ ପୂର୍ବତନ ଶିଶୁ ମଙ୍ଗଳ ସମିତି ର ସଭ୍ୟା ଓ ଜିଲା ଆଇନ ସେବା ପ୍ରାକରଣ ରୁ ନବୀନ ମହାପାତ୍ର ତାଲିମଦାତା ତାଲି? ଭାବରେ ଯୋଗ ଦେଇ ଉପରୋକ୍ତ ବିଷୟରେ ଯେ ଯୋଗ ଦେଇଥିବା ଅକାରୀମାନଙ୍କୁ ସଚେତନ କଚ କରାଇବା ସହ ଭିକଟିମି କମ୍ପେନସସନ ଯୋଜନା କିପରି ରି ଭାବରେ ପୀଡିତା ପାଖରେ ପହଂଚି ପାରିବ ତା ଉପରେ କାମ କରିବା ପାଇଁ ପୁଲିସ କର୍ମୀ ମାନଙ୍କୁ ସ କରାଇଥିଲେ | ଅନ୍ୟ ମାନଙ୍କ ମଧ୍ୟ ରେ ଶିଶୁ ମଙ୍ଗଳ ସମିତି ର ଅଧକ୍ଷା ରଂଜିତା ପଣ୍ଡା ଣ୍ଡା,ସଭ୍ୟା ମନୀଷା ପଣ୍ଡା, ସ୍ବପ୍ନ ତ୍ରିପାଠୀ,ବ୍ରଜକିଶୋର ମହାପାତ୍ର,ଈହାତୁ ରୁ ଇନ୍ସେକଟର ମମତା ପତି ,ଖୋର୍ଦ୍ଧା ଜିଲ୍ଲ ଜିଲ୍ଲା ସ୍ବତନ୍ତ୍ର ପୁଲିସ ୟୁନିଟ ର ଅଧକ୍ଷା ସ୍ମିତା ମଞ୍ଜର ଊରୀ ମଲ୍ଲିକ,ଇନ୍ସେକଟ ଜ୍ୟେ କଟର ତାରିକ ଅହମଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ କରିଥୁନେ | ପ୍ଲାନ ଇଣ୍ଡିଆ ର ପ୍ରୋଜେକଟ କୋଅର୍ଡିନେଟର ପ୍ରଦ୍ୟୁତ ରଞ୍ଜନ ରାଉତ ଏହି କର୍ମଶାଳା କୁ ପରିଚାଳନା କରିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆଇନ ଇନ ପର୍ଯ୍ୟ ବେକ୍ଷଣ ଅଧୂକାରୀ ସୌ ସୌମେନ୍ଦ୍ର ନାୟକ ,ପ୍ଲାନ ଇଣ୍ଡିଆ ରୁ ବନ୍ଦନା ପଣ୍ଡା, ନୀଳକଣ୍ଠ ଦାଶ ମଧୁମିତା ପାତ୍ର ପ୍ରମୁଖ ପ ପରିଚାଳନା କରିଥିଲେ | ପ୍ଲାନ ଇଣ୍ଡିଆର ଅମିତା ସିଂ ଧନ୍ୟବାଦ ଅପ ଅର୍ପଣ କରିଥିଲେ | .|ଏହାକୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଓ ସଚେତନ କରାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande