
ଭୁବନେଶ୍ୱର, 08 ଜାନୁଆରି (ହି.ସ.)- ତ୍ରିପୁରାର ମୁଖ୍ୟମନ୍ତ୍ରୀ ଡ.ମାନିକ ସାହାଙ୍କୁ ଜନ୍ମଦିନର ଶୁଭେଚ୍ଛା
ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ଡ.ମାନିକ ସାହାଙ୍କୁ ଜନ୍ମଦିନର
ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଲୋକମାନଙ୍କ ଆକାଂକ୍ଷା ପୂରଣ, ସାମାବେଶୀ ବିକାଶକୁ ଆଗେଇ ନେବା ଏବଂ
ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କର ସମୃଦ୍ଧ ଓ ବିକଶିତ ତ୍ରିପୁରାର ଦୃଷ୍ଟିକୋଣକୁ ସାକାର କରିବା
ପାଇଁ ସେ କରୁଥିବା ପ୍ରଶଂସନୀୟ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ଭଗବାନ ତାଙ୍କୁ ସୁଖୀ,
ସୁସ୍ଥ
ଓ ଦୀର୍ଘାୟୁ ଜୀବନ ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା