ମାର୍ଶାଘାଇରେ ପୋଲିସ -ଜନତା ମୁହାଁମୁହିଁ : ଥାନା ଘେରାଉ, ୩ ପ୍ଲାଟୁନ୍ ଫୋର୍ସ ମୁତୟନ
କେନ୍ଦ୍ରାପଡ଼ା, ୯ ଜାନୁଆରୀ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇରେ ଶୁକ୍ରବାର ପୋଲିସ -ଜନତା ମୁହାଁମୁହିଁ ହୋଇଛନ୍ତି । ଗିରଫ ଅଭିଯୁକ୍ତକୁ ଛାଡିବା ଦାବିରେ ମାର୍ଶାଘାଇ ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଉତେଜନାକୁ ଦୃଷ୍ଟ
ମାର୍ଶାଘାଇରେ ପୋଲିସ -ଜନତା ମୁହାଁମୁହିଁ : ଥାନା ଘେରାଉ, ୩ ପ୍ଲାଟୁନ୍ ଫୋର୍ସ ମୁତୟନ


କେନ୍ଦ୍ରାପଡ଼ା, ୯ ଜାନୁଆରୀ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇରେ ଶୁକ୍ରବାର ପୋଲିସ -ଜନତା ମୁହାଁମୁହିଁ ହୋଇଛନ୍ତି । ଗିରଫ ଅଭିଯୁକ୍ତକୁ ଛାଡିବା ଦାବିରେ ମାର୍ଶାଘାଇ ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଉତେଜନାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସେଠାରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛି ପୋଲିସ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande