ଭୁବନେଶ୍ୱର, ୯ ଜାନୁଆରୀ (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
09 Jan 2026
ବଲାଂଗିର, 09 ଜାନୁଆରି (ହି.ସ.) ବଲାଙ୍ଗିର ରୁଗୁଡ଼ି ପଡ଼ା ନିବାସୀ ସମବାୟ ବ୍ୟାଙ୍କ ପୁର୍ବତନ ଅଧିକାରୀ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରୁ ଆସିଷ୍ଟାଣ୍ଟ ସେକ୍ରେଟାରୀ ରୂପେ ଦୀର୍ଘଦିନ କାର୍ଯ୍ୟ କରି ୨୦୦୦ ମସିହା ରେ ଅବସର ପ୍ରାପ୍ତ ଲଳିତ ମୋହନ ପଟ୍ଟନାୟକ ଙ୍କ ଗତକାଲି ୮୨ ବର୍ଷ ବୟସ ..
ଭଦ୍ରକ, ୯ ଜାନୁଆରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ତହସିଲ କାର୍ଯ୍ୟାଳୟକୁ ସମ୍ମୁଖ ରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟାଳୟ ଏବେ ଚର୍ଚ୍ଚାରେ। ଏହି ସରକାରୀ କାର୍ଯ୍ୟାଳୟର ଗେଟ ଖୋଲିବା ଓ ବନ୍ଦ କରିବାର ଦାୟିତ୍ୱ ଜଣେ ନିକଟସ୍ଥ ଚା ଦୋକାନୀଙ୍କ ହାତରେ ରହିଛି। ଧାମନଗର ବ୍ଲକର କୃଷି ଓ ଗ୍ରାମୀଣ..
ଭଦ୍ରକ, ୯ ଜାନୁଆରୀ (ହି.ସ.) - ଆଜକୁ ପ୍ରାୟ ଏକମାସ ହେବ ଏହି ଜିଲାର ଧୁଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଜିତେନ୍ଦ୍ର ବେହେରା ପଦୋନ୍ନତି ପାଇ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାପରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ସେ ଏଠାରେ ..
ଭଦ୍ରକ, ୯ ଜାନୁଆରୀ (ହି.ସ.) - ସବୁବର୍ଷ ଭଳି ଏଥର ଭଦ୍ରକ ବସ୍ ମାଲିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ବନ୍ତଛକସ୍ଥିତ ବସ୍ ସିଣ୍ଡିକେଟ୍ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲାପାଳ ଦିଲ୍ଲୀପ ରାଉତରାଏ ଆନୁଷ୍ଠାନିକ ଭାବେ ପିତା କାଟି..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha