
ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ପ୍ରବାସୀଭାରତୀୟଦିବସର
ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖମନ୍ତ୍ରୀ
କହିଛନ୍ତି ଯେ, ପ୍ରବାସୀଭାରତୀୟଦିବସଅବସରରେସାରାପୃଥିବୀରେରହୁଥିବାସମସ୍ତପ୍ରବାସୀଭାରତୀୟଙ୍କୁଶୁଭେଚ୍ଛା।ଆପଣମାନେଆମସମୃଦ୍ଧଐତିହ୍ୟରଗୌରବମୟପ୍ରଦୀପବାହକଏବଂବିଶ୍ୱମଞ୍ଚରେଭାରତୀୟମୂଲ୍ୟବୋଧରଦୃଢ଼ରାଜଦୂତ।
ଗତବର୍ଷଓଡ଼ିଶାରେଆୟୋଜିତସଫଳପ୍ରବାସୀଭାରତୀୟଦିବସଉତ୍ସବକୁସ୍ମରଣକରି, ମାତୃଭୂମିପ୍ରତିଆପଣମାନଙ୍କରଅବିଚଳିତଅଙ୍ଗୀକାରଆମକୁନିରନ୍ତରପ୍ରେରଣାଦେଇଆସୁଛି।ଆପଣମାନଙ୍କରଦକ୍ଷତାଓସାଧନାଭାରତରପ୍ରଗତିଏବଂବିଶ୍ୱମଞ୍ଚରେଏହାରସ୍ଥାନକୁଆହୁରିସୁଦୃଢ଼କରୁଛି।ଆସନ୍ତୁ, ଆମସମ୍ପର୍କକୁଆହୁରିମଜବୁତକରିଏକବିକଶିତଭାରତଗଢ଼ିବାପାଇଁଏକତ୍ରହୋଇକାମକରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା