କୋରାପୁଟରେ ବାତ୍ୟା ଆଶ୍ରୟସସ୍ଥଳୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କେଭି ସିଂହଦେଓ
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.) - ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବୁଧବାର ଦିନ ବାତ୍ୟା ଅର୍ଣ୍ଣବ'' ପରବର୍ତୀ ପରିସ୍ଥିତିରେ କୋରାପୁଟର ବିଭିନ୍ନ ଆଶ୍ରୟ ସ୍ଥଳୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ପ୍ରଭାବିତ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଗହଣରେ କିଛି ସମୟ ଅତିବାହିତ କର
kv


ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.) - ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବୁଧବାର ଦିନ ବାତ୍ୟା ଅର୍ଣ୍ଣବ' ପରବର୍ତୀ ପରିସ୍ଥିତିରେ କୋରାପୁଟର ବିଭିନ୍ନ ଆଶ୍ରୟ ସ୍ଥଳୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ପ୍ରଭାବିତ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିଥିଲେ। ସରକାର ଓ ପ୍ରଶାସନ ସବୁ ସମୟରେ ସେମାନଙ୍କ ସହ ଅଛନ୍ତି ବୋଲି ଦୃଢ଼ ଆଶ୍ୱାସନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande