କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂଙ୍କ ମାତୃ ବିୟୋଗରେ ପ୍ରଭାତି ପରିଡାଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂଙ୍କ ମାତୃ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ଚୌହ୍ୱାନଙ୍କ ପୂଜ୍ୟ
ପ୍ରଭାତୀ ପରିଡା


ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- କେନ୍ଦ୍ରମନ୍ତ୍ରୀ

ଶିବରାଜ ସିଂଙ୍କ ମାତୃ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଶୋକ ପ୍ରକାଶ କରିଛନ୍ତି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ଚୌହ୍ୱାନଙ୍କ ପୂଜ୍ୟ

ମାତା ଶ୍ରୀମତୀ କାଶୀ ବାଈ ଜୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଦୁଃଖିତ। ମାଆଙ୍କୁ ହରାଇବାର

ଦୁଃଖକୁ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ। ଏହି କଠିନ ଓ ଦୁଃଖଦ ସମୟରେ ମୋର ଗଭୀର ସମବେଦନା ଶ୍ରୀ

ଶିବରାଜ ସିଂହ ଚୌହାନ ଜୀ ଏବଂ ତାଙ୍କର ସମଗ୍ର ପରିବାର ସହିତ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande