ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ଉ, ୪ ଜୁଆଡି ଗିରଫ
ଗଞ୍ଜାମ, ୬ ଅକ୍ଟୋବର (ହି.ସ.)- ଵ୍ରହ୍ମପୁର ସହରର ଗୁଡସ୍ ରୋଡ ଶ୍ରୀନାଥ ମନ୍ଦିର ନିକଟରେ ଗତରାତିରେ ଜୁଆଖେଳ ଚାଲିଥିବା ଵି.ଏନ. ପୁର ଥାନା ପୁଲିସ ଖବର ପାଇ ଏହି ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା। ସେଠାରୁ ୪ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୪ଟି ମୋବାଇଲ, ସାତ ହଜାର ଟଙ୍କା ଓ ତାସ ସେମାନଙ୍କ ଠାରୁ
ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ଉ, ୪ ଜୁଆଡି ଗିରଫ


ଗଞ୍ଜାମ, ୬ ଅକ୍ଟୋବର (ହି.ସ.)- ଵ୍ରହ୍ମପୁର ସହରର ଗୁଡସ୍ ରୋଡ ଶ୍ରୀନାଥ ମନ୍ଦିର ନିକଟରେ ଗତରାତିରେ ଜୁଆଖେଳ ଚାଲିଥିବା ଵି.ଏନ. ପୁର ଥାନା ପୁଲିସ ଖବର ପାଇ ଏହି ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା। ସେଠାରୁ ୪ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୪ଟି ମୋବାଇଲ, ସାତ ହଜାର ଟଙ୍କା ଓ ତାସ ସେମାନଙ୍କ ଠାରୁ ଜବତ କରିଛି। ତେବେ ପୁଲିସ ଜୁଆଡି ମାନଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡି ଦେଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande