ବନ୍ୟା ପ୍ରଭାବିତ ଅଞ୍ଚଳରେ ତଦାରଖ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କଲା ଜଳସମ୍ପଦ ବିଭାଗ
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ବନ୍ୟା ପ୍ରଭାବିତ ଅଞ୍ଚଳରେ ତଦାରଖ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ଜଳସମ୍ପଦ ବିଭାଗ । ହରଭଙ୍ଗୀ ଜଳସେଚନ ଡିଭିଜନ ଅଧୀନରେ ଥିବା ବାହାରପୁର ଡିଷ୍ଟ୍ରିବ୍ୟୁଟାରୀର ବାମପାର୍ଶ୍ୱ ନଦୀବନ୍ଧରେ ମାଟି ଅତଡ଼ା ଖସିବା ଘଟଣାର ଅନୁଧ
ବନ୍ୟା ପ୍ରଭାବିତ ଅଞ୍ଚଳରେ     ତଦାରଖ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କଲା ଜଳସମ୍ପଦ ବିଭାଗ


ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ବନ୍ୟା

ପ୍ରଭାବିତ ଅଞ୍ଚଳରେ ତଦାରଖ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ଜଳସମ୍ପଦ ବିଭାଗ । ହରଭଙ୍ଗୀ

ଜଳସେଚନ ଡିଭିଜନ ଅଧୀନରେ ଥିବା ବାହାରପୁର ଡିଷ୍ଟ୍ରିବ୍ୟୁଟାରୀର ବାମପାର୍ଶ୍ୱ ନଦୀବନ୍ଧରେ ମାଟି

ଅତଡ଼ା ଖସିବା ଘଟଣାର ଅନୁଧ୍ୟାନ କରିବା ସହ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଅଂଚଳ ପରିଦର୍ଶନ କରି

ସ୍ଥିତି ସମୀକ୍ଷା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande