୨୧୩୭ ଜଣ ଏସସି, ଏସଟିବର୍ଗ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ୨୧୩୭ ଜଣ ଏସସି, ଏସଟିବର୍ଗ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ । ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ନିଯୁକ୍ତି ମେଳାରେ ସେବକ-ସେବିକା ଓ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମୋ
୨୧୩୭ ଜଣ ଏସସି, ଏସଟିବର୍ଗ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ୨୧୩୭ ଜଣ ଏସସି,

ଏସଟିବର୍ଗ

ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ । ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ

କଲ୍ୟାଣ ବିଭାଗର ନିଯୁକ୍ତି ମେଳାରେ ସେବକ-ସେବିକା ଓ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ

ମୋହନ ମାଝୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ୧୯୯୩ ଜଣ ସେବକ-ସେବିକା ଓ ୧୪୪

ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ନିଯୁକ୍ତି ମେଳାରେ ପୂର୍ବ

ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀମୋହନ ମାଝୀ । ପୂର୍ବ ସରକାରରେ କେବଳ ଠିକା ନିଯୁକ୍ତି ଓ ଆଉଟସୋର୍ସିଂ

ଚାଲିଥିଲା ।ଠିକା ବ୍ୟବସ୍ଥା ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଛନ୍ତି ଆମ ସରକାର । ଆମେ

ସରକାରକୁ ଆସିବା ପରଠାରୁ ୨୮୬୯୩ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ୩ ବର୍ଷ ମଧ୍ୟରେ ୪୫

ହଜାର ନୂତନ ନିଯୁକ୍ତି ପ୍ରଦାନ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande