ଚୋରିସୁନା ଅଳଙ୍କାର ଉଦ୍ଧାର ଓ ଚୋର ଗିରଫ
ଗଂଜାମ, 11 ନଭେମ୍ବର (ହି.ସ.)ବୈଦ୍ୟନାଥପୁର ଥାନା କେସ୍ ନଂ 224/26 - ଏମକେସିଜିକ୍ୟାମ୍ପସ କ୍ୱାର୍ଟରରେ ଚୋରି କରି ସୁନା-ରୁପା ଅଳଙ୍କାର ଚୋରି ମାମଲାରେ ଜେନାପୁର, କବିସୂର୍ଯ୍ୟ ନଗରର ଭରତ ଜେନା (32) ଓ କାହ୍ନା ଡକୁଆ (32)ଙ୍କୁ ଗିରଫ କରି ସେମାନଙ୍କଠାରୁ ସୁନା ଚେନ୍, କାନଫୁଲ ଓ ମୁଦି ଉଦ୍ଧାର କରିଛ
Wertyui


ଗଂଜାମ, 11 ନଭେମ୍ବର (ହି.ସ.)ବୈଦ୍ୟନାଥପୁର ଥାନା କେସ୍ ନଂ 224/26 - ଏମକେସିଜିକ୍ୟାମ୍ପସ କ୍ୱାର୍ଟରରେ ଚୋରି କରି ସୁନା-ରୁପା ଅଳଙ୍କାର ଚୋରି ମାମଲାରେ ଜେନାପୁର, କବିସୂର୍ଯ୍ୟ ନଗରର ଭରତ ଜେନା (32) ଓ କାହ୍ନା ଡକୁଆ (32)ଙ୍କୁ ଗିରଫ କରି ସେମାନଙ୍କଠାରୁ ସୁନା ଚେନ୍, କାନଫୁଲ ଓ ମୁଦି ଉଦ୍ଧାର କରିଛି। ମୁଥୁଟ୍ ଫାଇନାନ୍ସରେ ବନ୍ଧା ପଡିଥିବା ଅଳଙ୍କାର ମଧ୍ୟ ଜବତ ହୋଇଛି। ଜଣେ ନାବାଳକଙ୍କୁ ମଧ୍ୟ ଜୁଭେନାଇଲ୍ ବୋର୍ଡ ଆଗରେ ହାଜର କରାଯାଇଛି। ଅନ୍ୟ ଚୋରି ମାମଲାରେ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande