Invalid email address
Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001
(+91) 7701802829 / 9625923629
marketing@hs.news
19 Nov 2026
ନୂଆଦିଲ୍ଲୀ, 19 ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ଦୁଇଦିନିଆ ସମ୍ମିଳନୀର ସମାପନ ଅଧିବେଶନରେ ଯୋଗଦେବେ ଏବଂ ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଜାରି ..
18 Nov 2026
ଢାକା(ବାଂଲାଦେଶ), ୧୮ ନଭେମ୍ବର(ହି.ସ.) – ଦେଶର ରାଜଧାନୀ ଢାକାରେ ବୟନଶିଳ୍ପ ଶ୍ରମିକଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ଆଜି ସକାଳେ ରାଜଧାନୀର ଶିଳ୍ପାଂଚଳରେ ବିକ୍ଷୋଭକାରୀ କର୍ମଚାରୀ ଏବଂ ପୋଲିସ ମଧ୍ୟରେ ଅନେକ ସ୍ଥାନରେ ସଂଘର୍ଷ ହୋଇଛି। ଉତ୍ୟକ୍ତ ଜନତା ଏକ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଯୁବକମାନେ..
ଢାକା(ବାଂଲାଦେଶ), ୧୮ ନଭେମ୍ବର(ହି.ସ.) – ବାଂଲାଦେଶ ଆୱାମୀ ଲିଗ୍ ନେତା ତଥା କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଡିସେମ୍ବରରେ ଦେଶକୁ ଫେରିବାର ଘୋଷଣା ଏବଂ ସରକାରଙ୍କ ନକାରାତ୍ମକ ମନୋଭାବ ହିଂସାକାଣ୍ଡର ସୂତ୍ରପାତ କରିଛି। ଗୋପାଳଗଞ୍ଜ ଜିଲ୍ଲାରେ ଗତକାଲି ରାତିରେ ଘଟିଥିବା ହିଂସା ପରେ ..
ଟୋକିଓ, ୧୮ ନଭେମ୍ବର(ହି.ସ.) – ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ବୁଧବାର କହିଛନ୍ତି ଯେ ଦ୍ରୁତ ଗତିରେ ବଦଳୁଥିବା ବୈଶ୍ୱିକ ପରିଦୃଶ୍ୟ ଏବଂ ଆର୍ôଥକ ଅନିଶ୍ଚିତତା ମଧ୍ୟରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗକୁ ମଜବୁତ କରିବା ସମୟର ଆବଶ୍ୟକତା। ସେ କହିଥିଲେ ଯେ ଉଭୟ ଦେଶ ପାଇଁ ଆର୍ôଥକ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha