Invalid email address
Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001
(+91) 7701802829 / 9625923629
marketing@hs.news
26 Nov 2026
ୟୁସିସି ଓ ଧାରା ୩୭୦କୁ ନେଇ କଂଗ୍ରେସକୁ ଘେରିଲେ, ଆମ୍ବେଦକରଙ୍କ ଅପମାନ କରିଥିବା ଆଣିଲେ ଅଭିଯୋଗ ଅହମ୍ମଦାବାଦ, ୨୬ ନଭେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଗୁରୁବାର ସମ୍ବିଧାନ ଗୌରବ ଦିବସ ଅବସରରେ ଅହମ୍ମଦାବାଦର ଟାଗୋର ହଲ୍ରେ ବିଜେପି ପକ୍ଷରୁ ଆୟୋଜିତ ‘ପ୍ରବୁଦ୍ଧ ନାଗରିକ ସମ୍ମିଳନୀ..
ଜମ୍ମୁ, ୨୬ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହ ସଚିବ ଗୋବିନ୍ଦ ମୋହନ ଗୁରୁବାର ଜମ୍ମୁ-କଶ୍ମୀରର ଶୀତକାଳୀନ ରାଜଧାନୀ ଜମ୍ମୁରେ ପହଡଚିିଥିଲେ। କେନ୍ଦ୍ରଶାସିତ ଅଂଚଳର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ସେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ..
ଚେନ୍ନାଇ, ୨୬ ନଭେମ୍ବର (ହି.ସ.)- ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଗୁରୁବାର ରାଜ୍ୟ ସରକାରଙ୍କ ପୁରୁଷ କର୍ମଚାରୀଙ୍କ ପାଇଁ ‘ପିତୃତ୍ୱ ଛୁଟି’ ବ୍ୟବସ୍ଥା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏଣିକି ପୁରୁଷ ସରକାରୀ କର୍ମଚାରୀମାନେ ୧୫ ଦିନର ପିତୃତ୍ୱ ଛୁଟି ନେଇପାରିବେ। ଶିଶୁ ଜନ୍ମ ହେବାର..
ନୂଆଦିଲ୍ଲୀ /ଭୁବନେଶ୍ୱର, ୨୬ ନଭେମ୍ବର(ହି.ସ) - ୪୫ତମ ଇଣ୍ଡିଆ ଇଂଟରନ୍ୟାସନାଲ୍ ଟ୍ରେଡ୍ ଫେୟାର (ଆଇଆଇଟିଏଫ୍)-୨୦୨୬ରେ ଓଡ଼ିଶା ପାଭିଲିୟନକୁ ବିଷୟଭିତିକ ଉପସ୍ଥାପନା-ରାଜ୍ୟ ବର୍ଗରେ ସମ୍ମାନଜନକ ରୌପ୍ୟ ପଦକ ମିଳିଛି । ରାଜ୍ୟର ସମୃଦ୍ଧ ଐତିହ୍ୟ, ପାରମ୍ପରିକ ଉତ୍କର୍ଷ ଏବଂ ଉଦୀୟମାନ ଆର୍ôଥକ ସମ୍ଭାବନାର ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha