ୱାର୍ଲଡ ଚମ୍ପିୟାନସିପରେ ଷଷ୍ଠ ଗୋଲଡ ଜିତିଲେ ପ୍ରମୋଦ
ଭୁବନେଶ୍ୱର, ୧୪ ଫେବୃୟାରୀ (ହି.ସ)-ଇତିହାସ ରଚିଲେ ପାରା ବ୍ୟାଡ଼ମିଂଟନ ପ୍ଲେୟାର ତଥା ଅଲମ୍ପିକ ପଦକ ବିଜେତା ପ୍ରମୋଦ ଭଗତ। ଲଗାତାର ଚତୁର୍ଥ ୱାର୍ଲଡ ଚାମ୍ପିଅନସିପ ଟାଇଟେଲ ଶହ ଷଷ୍ଠ ଥର ପାଇଁ ୱାର୍ଲଡ ଚମ୍ପିୟାନସିପରେ ଟାଇଟେଲ ଜିତିଛନ୍ତି ପ୍ରମୋଦ। ଏସଏଲ ୩ ବିଭାଗର ପୁରୁଷ ସିଙ୍ଗଲସ ଫାଇନାଲରେ ଇଣ୍ଡୋନେ
ଂପୁବଦ


ଭୁବନେଶ୍ୱର, ୧୪ ଫେବୃୟାରୀ (ହି.ସ)-ଇତିହାସ ରଚିଲେ ପାରା ବ୍ୟାଡ଼ମିଂଟନ ପ୍ଲେୟାର ତଥା ଅଲମ୍ପିକ ପଦକ ବିଜେତା ପ୍ରମୋଦ ଭଗତ। ଲଗାତାର ଚତୁର୍ଥ ୱାର୍ଲଡ ଚାମ୍ପିଅନସିପ ଟାଇଟେଲ ଶହ ଷଷ୍ଠ ଥର ପାଇଁ ୱାର୍ଲଡ ଚମ୍ପିୟାନସିପରେ ଟାଇଟେଲ ଜିତିଛନ୍ତି ପ୍ରମୋଦ। ଏସଏଲ ୩ ବିଭାଗର ପୁରୁଷ ସିଙ୍ଗଲସ ଫାଇନାଲରେ ଇଣ୍ଡୋନେସିଆର ମହମ୍ମଦ ଅଲ ଇମ୍ରାନକୁ ୨-୦ ରେ ହରାଇ ପ୍ରମୋଦ ଏହି ଟାଇଟେଲ ହାସଲ କରିଛନ୍ତି। ଚଳିତ ଥର ସ୍ୱର୍ଣ୍ଣ ସହ ଲିନ ଡାନକୁ ପଛରେ ପକାଇ ୱାର୍ଲଡ ଚମ୍ପିୟାନସିପରେ ଷଷ୍ଠ ଗୋଲଡ ଜିତିଛନ୍ତି ପ୍ରମୋଦ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande