ପୌର ଅଧ୍ୟକ୍ଷା ସରିତା ସାହୁ ମହିଳା ବିଜୁ ଜନତା ଦଳର ଜିଲ୍ଲା ସଭାପତି
କେନ୍ଦ୍ରାପଡ଼ା,୧୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ପୈାର ଅଧ୍ୟକ୍ଷା ସରିତା ସାହୁଙ୍କୁ କେନ୍ଦ୍ରାପଡା ସାଂଗଠନିକ ଜିଲ୍ଲାର ମହିଳା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆ ଯାଇଛି। ଶଙ୍ଖ ଭବନ ପକ୍ଷରୁ ପ୍ରକାଶିତ ପ୍ରେସ ଇସ୍ତାହାର ମାଧ୍ୟମରେ ଏହି ସୂଚନା ଦିଆଯାଇ ଥିବାବେଳେ ରାଜ୍ୟର ୧୬ଟି
-ପୈାର ଅଧ୍ୟକ୍ଷା ସରିତା ସାହୁ ମହିଳା ବିଜୁ ଜନତା ଦଳର ଜିଲ୍ଲା ସଭାପତି


କେନ୍ଦ୍ରାପଡ଼ା,୧୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ପୈାର ଅଧ୍ୟକ୍ଷା ସରିତା ସାହୁଙ୍କୁ କେନ୍ଦ୍ରାପଡା ସାଂଗଠନିକ ଜିଲ୍ଲାର ମହିଳା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆ ଯାଇଛି। ଶଙ୍ଖ ଭବନ ପକ୍ଷରୁ ପ୍ରକାଶିତ ପ୍ରେସ ଇସ୍ତାହାର ମାଧ୍ୟମରେ ଏହି ସୂଚନା ଦିଆଯାଇ ଥିବାବେଳେ ରାଜ୍ୟର ୧୬ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବିଜେପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମତୀ ସାହୁଙ୍କୁ କେନ୍ଦ୍ରାପଡା ଜିଲ୍ଲାର ମହିଳା ବିଜେପି ର ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇ ଥିବାରୁ କର୍ମୀ ଓ ନେତା ମାନଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande