ବିଦ୍ୟୁତ୍ ଆଘାତରେ ଚାଲିଗଲା ଭୋଳାନାଥଙ୍କ ଜୀବନ
ଭଦ୍ରକ, ୧୭ ଫେବୃୟାରୀ (ହି.ସ.) - ଏହି ଜିଲ୍ଲାର ଧାମନଗର ଥାନା ଭଗବାନପୁର ପଂଚାୟତ ପଦ୍ମପୋଖରୀ ଗ୍ରାମର ଜଣେ ପରୋପକାରୀ ଉଦୀୟମାନ ଯୁବକ ସମସ୍ତଙ୍କ ପ୍ରିୟ ଭୋଳାନାଥ କବିଙ୍କର ଗତକାଲି ରାତିରେ ପ୍ରାୟ ସାଢ଼େ ବିଦ୍ୟୁତ ଆଘାତରେ ମୃତ୍ୟୁଘଟିଛି। ଏହି ଖବ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଭୋଳା କୁ ହରାଇ ଅସହା
BIDYUT AGHATA BHOLANATH DEATH


ଭଦ୍ରକ, ୧୭ ଫେବୃୟାରୀ (ହି.ସ.) - ଏହି ଜିଲ୍ଲାର ଧାମନଗର ଥାନା ଭଗବାନପୁର ପଂଚାୟତ ପଦ୍ମପୋଖରୀ ଗ୍ରାମର ଜଣେ ପରୋପକାରୀ ଉଦୀୟମାନ ଯୁବକ ସମସ୍ତଙ୍କ ପ୍ରିୟ ଭୋଳାନାଥ କବିଙ୍କର ଗତକାଲି ରାତିରେ ପ୍ରାୟ ସାଢ଼େ ବିଦ୍ୟୁତ ଆଘାତରେ ମୃତ୍ୟୁଘଟିଛି। ଏହି ଖବ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଭୋଳା କୁ ହରାଇ ଅସହାୟ ହୋଇପଡିଛି ତାଙ୍କର ପରିବାର ଓ ପଦ୍ମପୋଖରୀ ଗାଁ ।ଆଜି ଭୋଳା ର ମୃତ ଶରୀର ଗ୍ରାମରେ ପହଂଚିବା ପରେ ଏକ ଶୋଭାଯାତ୍ରା ରେ ନିଆ ଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande