ଟାଉନ ପୋଲିସ ୧୬୦ ବୋତଲ କଫ ସିରଫ ଜବତ କରି ୨ ଗିରଫ କଲା
ବଲାଙ୍ଗିର, 13 ମାର୍ଚ୍ଚ (ହି.ସ.) ବଲାଙ୍ଗିର ଟାଉନ ପୋଲିସ ସୁଦ୍ ପଡ଼ା ଠାରେ ଅଭିଯୁକ୍ତ ପିଣ୍ଟୁ ସେଲମା ଘର ଆଗରୁ ୧୬୦ ବୋତଲ କଫ ସିରଫ ଜବତ କରି ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ପିଣ୍ଟୁ ସହିତ ଗୋପାଲ ପୁଟେଲ କୂ ଏହା କାରବାର ବେଳେ ଗତକଲି ଧରିଥିବା ବେଳେ ନଗଦ ୫୧୦ ଟଙ୍କା ଜବତ କରି ଏନ୍ ଡି ପି ଏ
Cough siraph cash sized two arested


Cough siraph cash sized two arested


Cough siraph cash sized two arested


ବଲାଙ୍ଗିର, 13 ମାର୍ଚ୍ଚ (ହି.ସ.)

ବଲାଙ୍ଗିର ଟାଉନ ପୋଲିସ ସୁଦ୍ ପଡ଼ା ଠାରେ ଅଭିଯୁକ୍ତ ପିଣ୍ଟୁ ସେଲମା ଘର ଆଗରୁ ୧୬୦ ବୋତଲ କଫ ସିରଫ ଜବତ କରି ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ପିଣ୍ଟୁ ସହିତ ଗୋପାଲ ପୁଟେଲ କୂ ଏହା କାରବାର ବେଳେ ଗତକଲି ଧରିଥିବା ବେଳେ ନଗଦ ୫୧୦ ଟଙ୍କା ଜବତ କରି ଏନ୍ ଡି ପି ଏସ ଦଫା ରେ ମାମଲା ରୁଜୁ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande