ସରକାରୀ କର୍ମଚାରୀ ପଢିବେ ଏଆଇ ଓ ସାଇବର ସୁରକ୍ଷା ପାଠ୍ୟକ୍ରମ
ଭୁବନେଶ୍ୱର, 28 ମାର୍ଚ୍ଚ (ହି.ସ.)- ସରକାରୀ କର୍ମଚାରୀ ପଢିବେ ଏଆଇ ଓ ସାଇବର ସୁରକ୍ଷା ପାଠ୍ୟକ୍ରମ । ଏଆଇ ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀଙ୍କ ବଢିବ ରାଜ୍ୟର ରାଙ୍କି । ପ୍ରତି ମାସରେ ଅତିକମରେ ଗୋଟିଏ ପାଠ୍ୟକ୍ରମ ପଢିବେ । ରାଜ୍ୟର ରାଙ୍କିଂକୁ
ସରକାରୀ କର୍ମଚାରୀ ପଢିବେ ଏଆଇ     ଓ ସାଇବର ସୁରକ୍ଷା ପାଠ୍ୟକ୍ରମ


ଭୁବନେଶ୍ୱର, 28 ମାର୍ଚ୍ଚ (ହି.ସ.)- ସରକାରୀ

କର୍ମଚାରୀ ପଢିବେ ଏଆଇ ଓ ସାଇବର ସୁରକ୍ଷା ପାଠ୍ୟକ୍ରମ । ଏଆଇ ଓ ସାଇବର ସୁରକ୍ଷା ପାଠ୍ୟକ୍ରମ

ଶେଷ କରୁଥିବା କର୍ମଚାରୀଙ୍କ ବଢିବ ରାଜ୍ୟର ରାଙ୍କି । ପ୍ରତି ମାସରେ ଅତିକମରେ ଗୋଟିଏ

ପାଠ୍ୟକ୍ରମ ପଢିବେ । ରାଜ୍ୟର ରାଙ୍କିଂକୁ ଉନ୍ନତ କରିବା ପାଇଁ, ତିନୋଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟଦକ୍ଷତାକୁ

ସୁଦୃଢ଼ କରିବାକୁ ପଡିବ । ସକ୍ରିୟ ଉପଭୋକ୍ତାଙ୍କ ବିଭାଗୀୟ କଭରେଜ୍ ବୃଦ୍ଧି କରିବା । ଗୋଟିଏରୁ

ଅଧିକ ପାଠ୍ୟକ୍ରମ ସମାପ୍ତ କରୁଥିବା କର୍ମଚାରୀଙ୍କ ରାଙ୍କିଂକୁ ବୃଦ୍ଧି କରାଯିବ ।

ସରକାରୀ ତଥ୍ୟ ଅନୁଯାୟୀ

ମାର୍ଚ୍ଚ ୨୨୬ ସୁଦ୍ଧା ୩ ଲକ୍ଷ ୮୮ ହଜାର ୮୫୪ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ୧୮

ଲକ୍ଷ ୮୦ ହଜାର ୩୩୨ ଜଣ କର୍ମଚାରୀ ପଞ୍ଜିକୃତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୨ ଲକ୍ଷ ୪୫ ହଜାର

୯୫୬ ଜଣ ଏଆଇ ସମ୍ପର୍କିତ ପାଠ୍ୟକ୍ରମ ଶେଷ କରିସାରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande