
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ଏବେ ସର୍ବନିମ୍ନ
ଦରରେ ଆଳୁ ବିକ୍ରି ହେଉଛି । ଏ ବର୍ଷ ୧୫ ରୁ ୨୦ ପ୍ରତିଶତ ଅଧିକ ଆଳୁ ଅଧିକ
ଉତ୍ପାଦନ ହୋଇଛି । କ୍ଵିଣ୍ଟାଲ
ପ୍ରତି ୨୫୦ ରୁ ୪୫୦ ପର୍ୟ୍ୟନ୍ତ ଅଛି । କମ ଦର କାରଣରୁ ଚାଷୀ, ହୋଲସେଲର ମାନେ କ୍ଷତି ସହୁଛନ୍ତି । ହେଲେ ତାର ଫାଇଦା ସଧାରଣ ଲୋକେ ପାଉନାହାନ୍ତି । ଦର
ନିୟନ୍ତ୍ରଣ ଦାୟିତ୍ବ ଆମର ନୁହେଁ । ତାହା ସରକାର ବୁଝିବେ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ
ପକ୍ଷରୁ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା