ଯୁବ ଆଇନଜୀବିଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା କୋର୍ଟର ଯୁବ ଆଇନଜୀବି ସ୍ବର୍ଗତ ପ୍ରଭାତ ରଞ୍ଜନ ଦାସଙ୍କ ଷୋଡଶ କର୍ମଦିବସରେ ବାରିମୂଳ ପଞ୍ଚାୟତ ଖଣ୍ଡସାହି ବାସଭବନରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ଆଇନଜୀବି ନିରଞ୍ଜନ ଗୋଛାୟତ, ଦୁର୍ଯ୍ୟୋଧନ ସାହୁ, ବିଜେପି କୃଷକ ମୋର୍ଚ୍ଚା
---------------ଯୁବଆଇନଜୀବିଙ୍କୁ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ା, ୧୬ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା କୋର୍ଟର ଯୁବ ଆଇନଜୀବି ସ୍ବର୍ଗତ ପ୍ରଭାତ ରଞ୍ଜନ ଦାସଙ୍କ ଷୋଡଶ କର୍ମଦିବସରେ ବାରିମୂଳ ପଞ୍ଚାୟତ ଖଣ୍ଡସାହି ବାସଭବନରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ଆଇନଜୀବି ନିରଞ୍ଜନ ଗୋଛାୟତ, ଦୁର୍ଯ୍ୟୋଧନ ସାହୁ, ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ସରୋଜକାନ୍ତ ସାହୁ, ସରପଞ୍ଚ ପ୍ରତିନିଧି ଶୁଦ୍ଧଦେବ ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ଓକିଲସଂଘ ସଭାପତି ରବି ମହାନ୍ତି, ସମ୍ପାଦକ ନିହାର ମହାପାତ୍ର, କୋଷାଧ୍ୟକ୍ଷ ରାଜୀବ ପାତ୍ର, ମହେଶ୍ୱର ବେହେରା, ବିଚିତ୍ରାନନ୍ଦ ବେହେରା, ଚକ୍ରଧର ରାଉତ, ନେହେରୁ ସାହୁ, ବିଭୁତି ଭୂଷଣ କର, ବିନୋଦ ବେହେରା, ଜ୍ୟୋତିର୍ମୟୀ ସ୍ୱାଇଁ, ଶଙ୍କର୍ଷଣ ରାଉତ, ଯଶୋବନ୍ତ ରାଉତ, ଅମରେଶ ପଟେଲ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l

ସେହିପରି ଅଧ୍ୟାପକ ଶ୍ରୀଧର ବେହେରା, ମାର୍ଶାଘାଇ କଲେଜ ଛାତ୍ରସଂସଦର ପ୍ରାକ୍ତନ ସଭାପତି ନଳିନୀକାନ୍ତ ପଣ୍ଡା, ରଶ୍ମିରଂଜନ ବେଉରା, ସଂଗ୍ରାମ କେଶରୀ ବେଉରା, ଜିତେନ୍ଦ୍ର ଲେଙ୍କା, ଆଦିତ୍ୟ ପଟ୍ଟନାୟକ, ପ୍ରାକ୍ତନ ସମ୍ପାଦକ ସୁବ୍ରତ ପ୍ରଧାନ, ଅଶୋକ କୁମାର ରାଉତ, ରଶ୍ମିରଂଜନ ରାଉତ, ଗିରିଜା ପ୍ରସାଦ ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande