ଗଣଶିକ୍ଷା ବିଭାଗ ପକ୍ଷରୁ ଜନ ଶୁଣାଣି କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର-ତଥା-ଶାସନ ସଚିବ, ଡା. ଏନ୍ ତିରୁମାଲା ନାଏକ ସମସ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରି ଅଗ୍ରାଧିକାର ଭିତିରେ ସମାଧାନ କରିବା ନେଇ ବିଭାଗୀୟ ଅଧିକ
fhj


ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର-ତଥା-ଶାସନ ସଚିବ, ଡା. ଏନ୍ ତିରୁମାଲା ନାଏକ ସମସ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରି ଅଗ୍ରାଧିକାର ଭିତିରେ ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ପକ୍ଷରୁ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏଡି ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande