ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଲାଙ୍ଗୀର ଜିଲ୍ଲା ପକ୍ଷରୁ ଦେବର୍ଷି ନାରଦ ଜୟନ୍ତୀ ପାଳନ
ବଲାଙ୍ଗିର, ୦୨ ମେ (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଲାଙ୍ଗୀର ଜିଲ୍ଲା ପକ୍ଷରୁ ଆଜି ଦେବର୍ଷି ନାରଦ ଜୟନ୍ତୀ ନଗରସ୍ଥିତ ସାମ୍ବାଦିକ ଭବନ ଠାରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶ୍ୱାତ୍ମ ଚେତନା ପରିଷଦ, ବଲାଙ୍ଗୀରର ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦାନନ୍ଦ ସ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବଲାଙ୍ଗୀର ଜିଲ୍ଲା ପକ୍ଷରୁ  ଦେବର୍ଷି ନାରଦ ଜୟନ୍ତୀ ପାଳନ

ବଲାଙ୍ଗିର, ୦୨ ମେ (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଲାଙ୍ଗୀର ଜିଲ୍ଲା ପକ୍ଷରୁ ଆଜି ଦେବର୍ଷି ନାରଦ ଜୟନ୍ତୀ ନଗରସ୍ଥିତ ସାମ୍ବାଦିକ ଭବନ ଠାରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶ୍ୱାତ୍ମ ଚେତନା ପରିଷଦ, ବଲାଙ୍ଗୀରର ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ, ମୁଖ୍ୟ ବକ୍ତା ଭାବରେ ସାମାଜିକ ସମରସତାର ପଶ୍ଚିମ ପ୍ରାନ୍ତର ସହ ସଂଯୋଜକ ଶ୍ରୀ ଘନଶ୍ୟାମ ପଧାନ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଘର ଜିଲ୍ଲା ପ୍ରଚାର ପ୍ରମୁଖ ଶ୍ରୀ ରାଜେଶ ବାବୁ ଓ ନଗର ପ୍ରଚାର ପ୍ରମୁଖ ରୂପେଶ ସାମଲ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande