ସନ୍ତୋଷ ସିଂ ସାଲୁଜା କଂଗ୍ରେସର ସଂଗଠନ ପ୍ରଭାରୀ ନିଯୁକ୍ତ
ଭୁବନେଶ୍ୱର, ୦୨ ମଇ (ହି.ସ.)- ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ଶ୍ରୀ ସନ୍ତୋଷ ସିଂ ସାଲୁଜା ପ୍ରଦେଶ କଂଗ୍ରେସ କମିଟିର ସଂଗଠନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଶନିବାର ଦିନ ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶ୍ରୀ ସାଲୁଜା ବର୍ତମାନ ରାଜ୍ୟ କଂଗ୍ରେସର ଉପ ସଭାପତି
fhrdt


ଭୁବନେଶ୍ୱର, ୦୨ ମଇ (ହି.ସ.)- ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ଶ୍ରୀ ସନ୍ତୋଷ ସିଂ ସାଲୁଜା ପ୍ରଦେଶ କଂଗ୍ରେସ କମିଟିର ସଂଗଠନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଶନିବାର ଦିନ ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶ୍ରୀ ସାଲୁଜା ବର୍ତମାନ ରାଜ୍ୟ କଂଗ୍ରେସର ଉପ ସଭାପତି ଦାୟିତ୍ୱରେ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande