ପର୍ଯ୍ୟଟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୬ ମଇ (ହି.ସ.)- ପର୍ଯ୍ୟଟନ ଭବନଠାରେ ମଙ୍ଗଳବାର ଦିନ ପର୍ଯ୍ୟଟନ ବିଭାଗର ଏକ ସମୀକ୍ଷା ବୈଠକ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବାବଦରେ ଆଲୋଚନା ହୋଇଥିଲା । ଏହି ଅବସରରେ ଏକାମ୍ର (ଭୁବନେଶ
fyhj6fy


ଭୁବନେଶ୍ୱର, ୨୬ ମଇ (ହି.ସ.)- ପର୍ଯ୍ୟଟନ ଭବନଠାରେ ମଙ୍ଗଳବାର ଦିନ ପର୍ଯ୍ୟଟନ ବିଭାଗର ଏକ ସମୀକ୍ଷା ବୈଠକ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବାବଦରେ ଆଲୋଚନା ହୋଇଥିଲା । ଏହି ଅବସରରେ ଏକାମ୍ର (ଭୁବନେଶ୍ୱର) ର ବିଧାୟକ ଶ୍ରୀ ବାବୁ ସିଂ, ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲୱନ୍ତ ସିଂହ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏବଂ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande