ଇଲେକ୍ଟ୍ରି ପୋଲ ଚୋରି କରିବା ଘଟଣାରେ ଦୁର୍ବୃତ୍ତଙ୍କ ଗୋଦାମ ଘର ଭାଙ୍ଗିଲା ପୋଲିସ
ଭୁବନେଶ୍ୱର, 25 ଜୁନ୍ (ହି.ସ.)- ରାଜଧାନୀରେ ସ୍ମାର୍ଟ ସିଟି ଇଲେକ୍ଟ୍ରି ପୋଲ ଚୋରି କରିବା ଘଟଣାର ଦୁର୍ବୃତ୍ତଙ୍କ ଗୋଦାମ ଘର ଭାଙ୍ଗିଲା ପୋଲିସ I ଖରାବେଳ ଥାନା ଅଧୀନରେ ସେକ ଯାଇବୁର ଓ ସେକ୍ ହମିଦ ଦୀର୍ଘ ବର୍ଷ ଧରି ରହି ରାଜଧାନୀର ବିଭିନ୍ନ ଷ୍ଟ୍ରିଟ ଲାଇଟ ଚୋରି
ଇଲେକ୍ଟ୍ରି ପୋଲ ଚୋରି କରିବା     ଘଟଣାରେ ଦୁର୍ବୃତ୍ତଙ୍କ ଗୋଦାମ ଘର ଭାଙ୍ଗିଲା ପୋଲିସ


ଭୁବନେଶ୍ୱର, 25 ଜୁନ୍ (ହି.ସ.)- ରାଜଧାନୀରେ

ସ୍ମାର୍ଟ ସିଟି ଇଲେକ୍ଟ୍ରି ପୋଲ ଚୋରି କରିବା ଘଟଣାର ଦୁର୍ବୃତ୍ତଙ୍କ ଗୋଦାମ ଘର ଭାଙ୍ଗିଲା

ପୋଲିସ I ଖରାବେଳ ଥାନା ଅଧୀନରେ ସେକ ଯାଇବୁର ଓ ସେକ୍ ହମିଦ

ଦୀର୍ଘ ବର୍ଷ ଧରି ରହି ରାଜଧାନୀର ବିଭିନ୍ନ ଷ୍ଟ୍ରିଟ ଲାଇଟ ଚୋରି କରି ପୋଲିସର ମୁଣ୍ଡ ବିନ୍ଧା

କାରଣ ସାଜିଥିଲେ I ଜନପଥରେ ବିଏମସି ତରଫରୁ ଲାଗିଥିବା ଲକ୍ଷାଧିକ

ଟଙ୍କାର ସ୍ମାର୍ଟ ସିଟି ଇଲେକ୍ଟ୍ରି ପୋଲକୁ ଖୋଲିକି ବିକ୍ରି କରିବା ଅଭିଯୋଗରେ ପୂର୍ବରୁ ଗିରଫ

ହୋଇଥିଲା ସେକ ଯାଇବୁର I କିନ୍ତୁ ସେକ୍ ହମିଦ ଏବେବି ଫେରାର୍ ରହିଛି I ଆଜି ସେମାନଙ୍କ ଗୋଦାମ୍ ଘରକୁ ଭାଙ୍ଗିଛି ପୋଲିସ I ଦୀର୍ଘ

ବର୍ଷ ଧରି ଶ୍ରିୟା ଛକରେ କବାଡ଼ି ଦୋକାନ କରି ବେପାର କରୁଥିଲେ ଆଉ ରାତ୍ରିରେ ଚୋରି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande