ଭଦ୍ରକ ଜିଲ୍ଲା ହାବିଲଦାର ଓ କେନଷ୍ଟବଳ ଶାଖା ସଂଘ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ ସମ୍ପନ୍ନ, ୧୧ ତାରିଖେର ହେବ ମତଦାନ
ଭଦ୍ରକ, ୯ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ହାବିଲଦାର ଓ କେନଷ୍ଟବଳ ଶାଖା ସଂଘର ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମୋନ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିବା େବେଳ ନିର୍ବାଚନକୁ ନେଇ ସଂଘର ସଦସ୍ୟମାନଙ୍କ ମଧ୍ୟେ
bhadrak jilla habildar nirbachana


ଭଦ୍ରକ, ୯ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ହାବିଲଦାର ଓ କେନଷ୍ଟବଳ ଶାଖା ସଂଘର ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମୋନ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିବା େବେଳ ନିର୍ବାଚନକୁ ନେଇ ସଂଘର ସଦସ୍ୟମାନଙ୍କ ମଧ୍ୟେର ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି।ଏହି ନିର୍ବାଚନେର ସଭାପତି ପଦବୀ ପାଇଁ ହାବିଲଦାର ଖେଗନ୍ଦ୍ର ନାଥ ଦାସ, ସମ୍ପାଦକ ପଦବୀ ପାଇଁ ଉମାକାନ୍ତ ସାହାଣୀ, ଉପସଭାପତି ପଦବୀ ପାଇଁ କମଳାକାନ୍ତ ନାୟକ, କୋଷାଧ୍ୟକ୍ଷ ପଦବୀ ପାଇଁ କରୁଣାକର ମୁର୍ମୁ, ସହ-ସମ୍ପାଦକ–୧ ପଦବୀ ପାଇଁ ଲେମ୍ବାଧର ସାହୁ ଏବଂ ସହ-ସମ୍ପାଦକ–୨ ପଦବୀ ପାଇଁ ପ୍ରଭୁରଞ୍ଜନ ନାୟକ ପ୍ରାର୍ଥୀ ଭୋବ ମୈଦାନେର ଅଛନ୍ତି।ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ଉମାମଣୀ ସେଠୀ, ରଶ୍ମିତା ମହାନ୍ତି, ବିଶ୍ୱଜିତ ବିଶ୍ୱେମାହନ ପାତ୍ର, ଚକ୍ରଧର ବାରିକ ଓ ଜୀବନ କୁମାର କୁଅଁର ପ୍ରାର୍ଥୀ ଭୋବ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।ପ୍ରାର୍ଥୀମୋନ କହିଛନ୍ତି ଯେ, ସଂଘର ସମସ୍ତ ହାବିଲଦାର ଓ କେନଷ୍ଟବଳଙ୍କ ସ୍ୱାଥର୍ର ସୁରକ୍ଷା, ସେମାନଙ୍କ ସମସ୍ୟାର ସମାଧାନ ଏବଂ ସଂଘର ଉନ୍ନତି ପାଇଁ ସେମୋନ ନିଷ୍ଠାର ସହ କାର୍ଯ୍ୟ କରେିବ। ନିଃସ୍ୱାଥର୍ପର ସେବାଭାବ ଓ ସଂଘର ସାମୂହିକ ବିକାଶକୁ ଲକ୍ଷ୍ୟ ରଖି ସେମୋନ ଏହି ନିର୍ବାଚନେର ପ୍ରତିଦ୍ୱନ୍ଦ୍ୱିତା କରୁଥିବା କହିଛନ୍ତି।ଆସନ୍ତା ୧୧ ତାରିଖେର ମତଦାନ ଅନୁଷ୍ଠିତ ହେବାକୁ ଥିବା େବେଳ ସଭାପତି ପ୍ରାର୍ଥୀ ଖେଗନ୍ଦ୍ର ନାଥ ଦାସ ସେମତ ସମସ୍ତ ପ୍ରାର୍ଥୀ ଭଦ୍ରକ ଜିଲ୍ଲାର ସମସ୍ତ ହାବିଲଦାର ଓ କେନଷ୍ଟବଳଙ୍କୁ ବହୁ ସଂଖ୍ୟୋର ମତଦାନେର ଅଂଶଗ୍ରହଣ କରି ନିଜ ସମଥର୍ନ ପ୍ରଦାନ କରିବାକୁ ନେିବଦନ କରିଛନ୍ତି। ସମସ୍ତଙ୍କ ସହେଯାଗ ଓ ଆଶୀର୍ବାଦେର ବିଜୟୀ ହୋଇ ସଂଘର ସେବା କରିବାର ସେୁଯାଗ ଦେବାକୁ ସେମୋନ ଅନେୁରାଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande