ଫେରାର ୩ ଅଭିଯୁକ୍ତ ଗିରଫ
ଜୟପୁର, ୨୦ ଅଗଷ୍ଟ(ହି.ସ.) – ଫେରାର ୩ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଉମୁରି ଗ୍ରାମର ଡେଭିଡ ନାଗ(୨୧) ପେପର ମିଲ୍ ଲେବର କଲୋନି କୁଷରାଜ ଭକ୍ତ(୨୩) ଓ କୁନ୍ତର ଖାଲ ଶଙ୍କର ହରିଜନ(୩୬)। ଜୟପୁର ସଦର ପୋଲିସ ସୂଚନା ଅନୁଯାୟୀ ଗିରଫ ୩ ଅଭିଯୁକ୍ତ ନାମରେ ଥାନାରେ
ଫେରାର ୩ ଅଭିଯୁକ୍ତ ଗିରଫ


ଜୟପୁର, ୨୦ ଅଗଷ୍ଟ(ହି.ସ.) – ଫେରାର ୩ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଉମୁରି ଗ୍ରାମର ଡେଭିଡ ନାଗ(୨୧) ପେପର ମିଲ୍ ଲେବର କଲୋନି କୁଷରାଜ ଭକ୍ତ(୨୩) ଓ କୁନ୍ତର ଖାଲ ଶଙ୍କର ହରିଜନ(୩୬)। ଜୟପୁର ସଦର ପୋଲିସ ସୂଚନା ଅନୁଯାୟୀ ଗିରଫ ୩ ଅଭିଯୁକ୍ତ ନାମରେ ଥାନାରେ ଅପରାଧିକ ମାମଲା ରହିଥିଲା। ସେହି ଦିନ ଠାରୁ ସେମାନେ ଫେରାର ରହିଥିବା ଆଜି ଚଢ଼ାଉ କରି ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande