୨୨କେଜି ଗଞ୍ଜେଇ ଜବତ ଜଣେ ଗିରଫ
ଖୋର୍ଦ୍ଧା,, 27 ଅଗଷ୍ଟ (ହି.ସ.) - ଶିଳ୍ପାଞ୍ଚଳ ଥାନା ପୋଲିସ ଗଞେଇ ଚୋରା କାରବାର କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି।ଗିରଫ ଜଣକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଐପୁଟ ଗାଁ ର ସୁମନ ବିଶ୍ୱାଳ(୨୮)। ପୋଲିସ ସୁଚନା ମୁତାବକ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମହାରଣା ସାହିରେ ଜଣେ ମହିଳା ଘର ଭଡ଼
Ganjei


ଖୋର୍ଦ୍ଧା,, 27 ଅଗଷ୍ଟ (ହି.ସ.) - ଶିଳ୍ପାଞ୍ଚଳ ଥାନା ପୋଲିସ ଗଞେଇ ଚୋରା କାରବାର କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି।ଗିରଫ ଜଣକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଐପୁଟ ଗାଁ ର ସୁମନ ବିଶ୍ୱାଳ(୨୮)। ପୋଲିସ ସୁଚନା ମୁତାବକ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମହାରଣା ସାହିରେ ଜଣେ ମହିଳା ଘର ଭଡ଼ା ନେଇ ରହୁଥିଲେ।ତେବେ ସେଠାରେ ସେ ଗଞେଇ ଚୋରା ଚାଲାଣ କରୁଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଭଡ଼ା ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ଗଞ୍ଜେଇ ଭର୍ତ୍ତି

୩ଟି ଟ୍ରଲି ବ୍ୟାଗ ଜବତ କରି ସୁମନକୁ ଗିରଫ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande