
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଭାରତର ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଜନ୍ମଦିନ ଅବସରରେ ଓଡ଼ିଶାର ରାଜ୍ୟପାଳ ଡ଼ଃ ହରି ବାବୁ
କମ୍ଭମପାଟି ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ
ସ୍ୱାସ୍ଥ୍ୟ, ଦୀର୍ଘ ନିରାମୟ ଜୀବନ ଓ ଦେଶ ସେବାରେ ନିରନ୍ତର ସଫଳତା କାମନା କରି
ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା