
ଭୁବନେଶ୍ୱର, 17
ସେପ୍ଟେମ୍ବର (ହି.ସ.) ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ
ଲେଖିଛନ୍ତି, ମା ଭାରତୀର ମାନ ସମ୍ମାନ ବୃଦ୍ଧି କରିବା ପାଇଁ ନିରନ୍ତର କାର୍ଯ୍ୟ
କରୁଥିବା, ବିକଶିତ
ଭାରତର ସ୍ୱପ୍ନ ଦ୍ରଷ୍ଟା, ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମ ଦିବସ ଅବସରରେ
ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ
ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଜନସେବା ନିମନ୍ତେ ଅସୀମ ଶକ୍ତି ପ୍ରଦାନ କରନ୍ତୁ ଏବଂ
ଆପଣଙ୍କ ନେତୃତ୍ୱରେ ଆମ ଦେଶ ଆତ୍ମନିର୍ଭରଶୀଳ ତଥା ବିକଶିତ ରାଷ୍ଟ୍ରରେ ପରିଣତ ହେଉ ଏହା ମୋର
ଈଶ୍ୱରଙ୍କ ନିକଟରେ କାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା