ପିଏମ ମୋଦିଙ୍କ ଦୀର୍ଘାୟୁ କାମନା କରି ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କରିବାକୁ ଲୋକଙ୍କୁ ପ୍ରମୋଦ ଭଗତଙ୍କ ଅପିଲ
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏହି ଅବସରରେ ପିଏମ ମୋଦିଙ୍କ ଦୀର୍ଘାୟୁ କାମନା କରି ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କରିବାକୁ ଲୋକଙ୍କୁ ପ୍ରମୋଦ ଭଗତ ଅପିଲ କରିଛନ୍ତି । ଏକ ଭିଡିଓ ବାର୍ତ୍ତାରେ
ପିଏମ ମୋଦିଙ୍କ ଦୀର୍ଘାୟୁ     କାମନା କରି ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କରିବାକୁ ଲୋକଙ୍କୁ ପ୍ରମୋଦ ଭଗତଙ୍କ ଅପିଲ


ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏହି ଅବସରରେ ପିଏମ ମୋଦିଙ୍କ ଦୀର୍ଘାୟୁ

କାମନା କରି ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କରିବାକୁ ଲୋକଙ୍କୁ ପ୍ରମୋଦ ଭଗତ ଅପିଲ କରିଛନ୍ତି

ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ

ଅବସରରେ ତାଙ୍କର ଦୀର୍ଘାୟୁ କାମନା କରି ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କରିବାକୁ ଜନସାଧାରଣଙ୍କୁ

ନିବେଦନ କରିଛନ୍ତି ବିଶିଷ୍ଟ ପାରା-ଅଲିମ୍ପିଆନ୍ ତଥା ପଦ୍ମଶ୍ରୀ ପ୍ରମୋଦ ଭଗତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande