ମନ୍ଦିରରେ ଆଶୀର୍ବାଦ ଦୀପ ଜଳାଇ ପିଏମଙ୍କ ଦୀର୍ଘାୟୁ କାମନା କଲେ ଜୁଏଲ ଓରାମ
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ମନ୍ଦିରରେ ଆଶୀର୍ବାଦ ଦୀପ ଜଳାଇ ପିଏମଙ୍କ ଦୀର୍ଘାୟୁ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମନ୍ଦିରରେ ଆଶୀର୍ବାଦ ଦୀପ     ଜଳାଇ ପିଏମଙ୍କ ଦୀର୍ଘାୟୁ କାମନା କଲେ ଜୁଏଲ ଓରାମ


ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ମନ୍ଦିରରେ

ଆଶୀର୍ବାଦ ଦୀପ ଜଳାଇ ପିଏମଙ୍କ ଦୀର୍ଘାୟୁ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ଏନେଇ ସୋସିଆଲ ହ୍ୟାଣ୍ଡେଲରେ

ଏକ ଫଟୋ ସେୟାର କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ

ଦିବସ ଅବସରରେ ଆଜି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଲହୁଣୀପଡ଼ା ବ୍ଲକର କଲେଇପୋଷ

ମନ୍ଦିରରେ ଆଶୀର୍ବାଦର ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ୱାସ୍ଥ୍ୟ ଏବଂ ମଙ୍ଗଳମୟ ଜୀବନ କାମନା କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande