ପୂର୍ବତନ ୱାର୍ଡମେମ୍ବର ଦେବଦତ୍ତ ଦାଶଙ୍କ ବିୟୋଗରେ ପ୍ରଭାତି ପରିଡାଙ୍କ ଶୋକ
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.) - ପୂର୍ବତନ ୱାର୍ଡମେମ୍ବର ଦେବଦତ୍ତ ଦାଶଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଏକ ଶୋକ ବାର୍ତ୍ତା ଜାରି କରି ପ୍ରଭାତି ପରିଡା କହିଛନ୍ତି ଯେ, ହରିପୁର ଶାସନର ପୂ
ଦେବଦତ୍ତ


ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.) - ପୂର୍ବତନ

ୱାର୍ଡମେମ୍ବର ଦେବଦତ୍ତ ଦାଶଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଶୋକ ପ୍ରକାଶ

କରିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ଏକ

ଶୋକ ବାର୍ତ୍ତା ଜାରି କରି ପ୍ରଭାତି ପରିଡା କହିଛନ୍ତି ଯେ, ହରିପୁର ଶାସନର ପୂର୍ବତନ

ୱାର୍ଡମେମ୍ବର ତଥା ଆମ ଦଳର ଦୀର୍ଘଦିନର କାର୍ଯ୍ୟକର୍ତ୍ତା ଦେବଦତ୍ତ ଦାଶଙ୍କ ପରଲୋକରେ ଗଭୀର ଶୋକ

ପ୍ରକାଶ କରୁଛି । ତାଙ୍କ ବିୟୋଗ ଆମ ପାଇଁ ଏକ ଅପୂରଣୀୟ କ୍ଷତି । ମହାପ୍ରଭୁ ଶ୍ରୀଜଗନ୍ନାଥ

ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ

ଧୈର୍ଯ୍ୟ ପ୍ରଦାନ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande