
ଭୁବନେଶ୍ୱର, ୩୦ ସେପ୍େଟମ୍ବର (ହି.ସ.)- ହିଞ୍ଜିଳି ନିର୍ବାଚନମଣ୍ଡଳୀର ଶେରଗଡ଼ ବ୍ଲକର ପଂଚାୟତ ପ୍ରତିନିଧି, ଦଳୀୟ ନେତୃବୃନ୍ଦ ଓ ୫୦୦ରୁ ଊର୍ଦ୍ଧ୍ୱ କର୍ମୀଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ନବୀନ ନିବାସ ଠାରେ ଭେଟିଛନ୍ତି।
ତୃଣମୂଳସ୍ତରରେ ଲୋକଙ୍କ ପାଖରେ ପହଂଚି ସଙ୍ଗଠନକୁ ଆହୁରି ମଜଭୁତ୍ କରିବା ପାଇଁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେବା ସହ ଆଗାମୀ ପଂଚାୟତ ନିର୍ବାଚନ ରଣନୀତି ନେଇ ସମସ୍ତଙ୍କ ସହ ଆଲୋଚନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା