ବିହାରର ସିତାବଦିୟାରାରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ କଲେ ପ୍ରଣାମ
ପାଟନା, ୧୧ ଅକ୍ଟୋବର(ହି.ସ.) – ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୩ତମ ଜୟନ୍ତୀ ଅବସରରେ ଶନିବାର ଦିନ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ସାରଣ ଜିଲ୍ଲାର ସିତାବଦିୟାରା ପହଂଚିଛନ୍ତି। ସେ ଏଠାରେ ମହାନ୍ ସ୍ୱତନ୍ତ୍ରତା ସେନାନୀ, ସମ୍ପୂର୍ଣ୍ଣ କ୍ରାନ୍ତିର ଉଦ୍‌ଘୋଷକ, ଭାରତ ରତ୍ନ, ଲୋକନାୟକ ଜୟପ୍ରକାଶ ନ
ବିହାରର ସିତାବଦିୟାରାରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ କଲେ ପ୍ରଣାମ


ପାଟନା, ୧୧ ଅକ୍ଟୋବର(ହି.ସ.) – ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୩ତମ ଜୟନ୍ତୀ ଅବସରରେ ଶନିବାର ଦିନ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ସାରଣ ଜିଲ୍ଲାର ସିତାବଦିୟାରା ପହଂଚିଛନ୍ତି। ସେ ଏଠାରେ ମହାନ୍ ସ୍ୱତନ୍ତ୍ରତା ସେନାନୀ, ସମ୍ପୂର୍ଣ୍ଣ କ୍ରାନ୍ତିର ଉଦ୍‌ଘୋଷକ, ଭାରତ ରତ୍ନ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ପ୍ରଣାମ କଲେ ଏବଂ ତାଙ୍କୁ ପୁଷ୍ପାଞ୍ଜଳି ଅର୍ପିତ କରିଛନ୍ତି।

ଏହି ଅବସର ଐତିହାସିକ ରହିଛି, କାହିଁକି ନା ସ୍ୱତନ୍ତ୍ରତା ସଂଗ୍ରାମର ମହାନ୍ ସେନାନୀ ଏବଂ ସମ୍ପୂର୍ଣ୍ଣ କ୍ରାନ୍ତିର ଜନକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମଭୂମିରେ ଦେଶର ଉପରାଷ୍ଟ୍ରପତିଙ୍କ ଆଗମନ ପ୍ରଥମ ଥର ହୋଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande