ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭାରତରେ ନିଯୁକ୍ତ ଆମେରିକୀୟ ରାଜଦୂତ ସର୍ଜିଓ ଗୋରଙ୍କ ସାକ୍ଷାତ
ନୂଆଦିଲ୍ଲୀ, 12 ଅକ୍ଟୋବର (ହି.ସ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ନିବାସରେ ଭାରତରେ ନିଯୁକ୍ତ ଆମେରିକାର ରାଜଦୂତ ସର୍ଜିଓ ଗୋରଙ୍କ ସହ ସାକ୍ଷାତ କରିଛନ୍ତି । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସର୍ଜିଓ ଗୋରଙ୍କ କାର୍ଯ୍ୟକାଳ ଭାରତ-ଆମେରିକା ମଧ୍ୟରେ ବି
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭାରତରେ ନିଯୁକ୍ତ ଆମେରିକୀୟ ରାଜଦୂତ ସର୍ଜିଓ ଗୋରଙ୍କ     ସାକ୍ଷାତ


ନୂଆଦିଲ୍ଲୀ, 12 ଅକ୍ଟୋବର (ହି.ସ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ

ନିବାସରେ ଭାରତରେ ନିଯୁକ୍ତ ଆମେରିକାର ରାଜଦୂତ ସର୍ଜିଓ ଗୋରଙ୍କ ସହ ସାକ୍ଷାତ କରିଛନ୍ତି ।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସର୍ଜିଓ ଗୋରଙ୍କ କାର୍ଯ୍ୟକାଳ ଭାରତ-ଆମେରିକା ମଧ୍ୟରେ ବିସ୍ତୃତ ଏବଂ

ବିଶ୍ୱବ୍ୟାପୀ ରଣନୀତିଗତ ସହଯୋଗକୁ ଆହୁରି ସୁଦୃଢ଼ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande