ସମ୍ବଲପୁରକୁ କେସ ଷ୍ଟଡି ଭାବେ ବ୍ୟବହାର କର - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ସମ୍ବଲପୁର ଆଇଆଇଏମର ୧୧ ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଯୋଗଦେଇଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସମ୍ବଲପୁରକୁ କେସ ଷ୍ଟଡି ଭାବେ ବ୍ୟବହାର କର । ଜବ
ସମ୍ବଲପୁରକୁ କେସ ଷ୍ଟଡି ଭାବେ ବ୍ୟବହାର କର - ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ସମ୍ବଲପୁର ଆଇଆଇଏମର ୧୧ ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଯୋଗଦେଇଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସମ୍ବଲପୁରକୁ କେସ ଷ୍ଟଡି ଭାବେ ବ୍ୟବହାର କର । ଜବ ସିକ୍ୟୋର ନୁହେଁ ଜବ କ୍ରିଏଟର ହୁଅ। ବହିରୁ ମିଳୁଥିବା ଜ୍ଞାନ ପର୍ଯ୍ୟାପ୍ତ ନୁହେଁ। ସମସ୍ତ ଛାତ୍ର ସମ୍ବଲପୁର ଆସି ପାଠ ପଢିବା ଗର୍ବ ସୌଭାଗ୍ୟର କଥା। ସମ୍ବଲପୁରରେ ହୀରାକୁଦ ଭଳି ସୁଦୀର୍ଘ ଡ୍ୟାମ ସହ ସମଲେଶ୍ୱରୀ ମନ୍ଦିର, ଡେବ୍ରିଗଡ଼ ଓ ରଙ୍ଗବତୀ ଭଳି ଗୀତ ଅଛି। ଚାଷ, ଟୁରିଜିମ, ଫିଲସୋଫି ସବୁକିଛି ସମ୍ବଲପୁର ରେ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande