ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ଉଦଘାଟନ କାର୍ଯକ୍ରମ ବିଜୟା ଦଶମୀ ରେ ଅନୁଷ୍ଠିତ
ବଲାଙ୍ଗିର, 2 ଅକ୍ଟୋବର (ହି.ସ.) ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବଲାଙ୍ଗିର ନଗର ତରଫରୁ ଶତାବ୍ଦୀ ବର୍ଷରେ ହେବକୁଥିବା ୭ କାର୍ଯ୍ୟକ୍ରମ ମଧ୍ୟରୁ ପ୍ରଥମ ଉଦଘାଟନ କାର୍ଯକ୍ରମ ବିଜୟା ଦଶମୀ ଉତ୍ସବ ସ୍ଥିନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ଉଦଘାଟନ କାର୍ଯକ୍ରମ ବିଜୟା ଦଶମୀ  ରେ ଅନୁଷ୍ଠିତ


ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ଉଦଘାଟନ କାର୍ଯକ୍ରମ ବିଜୟା ଦଶମୀ  ରେ ଅନୁଷ୍ଠିତ


ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ଉଦଘାଟନ କାର୍ଯକ୍ରମ ବିଜୟା ଦଶମୀ  ରେ ଅନୁଷ୍ଠିତ


ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ଉଦଘାଟନ କାର୍ଯକ୍ରମ ବିଜୟା ଦଶମୀ  ରେ ଅନୁଷ୍ଠିତ


ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ଉଦଘାଟନ କାର୍ଯକ୍ରମ ବିଜୟା ଦଶମୀ  ରେ ଅନୁଷ୍ଠିତ


ବଲାଙ୍ଗିର, 2 ଅକ୍ଟୋବର (ହି.ସ.)

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବଲାଙ୍ଗିର ନଗର ତରଫରୁ ଶତାବ୍ଦୀ ବର୍ଷରେ ହେବକୁଥିବା ୭ କାର୍ଯ୍ୟକ୍ରମ ମଧ୍ୟରୁ ପ୍ରଥମ ଉଦଘାଟନ କାର୍ଯକ୍ରମ ବିଜୟା ଦଶମୀ ଉତ୍ସବ ସ୍ଥିନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଵୟଂସେବକ ମାନଙ୍କର ପଥ ସଂଚଳନ ହୋଇଥିଲା ଏହାପରେ ବୌଦ୍ଧିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯକ୍ରମରେ ମାନନୀୟ ନଗର ସଂଘଚଲକ ମୋନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା, ଏହି କର୍ୟକ୍ରମ ମାନନୀୟ ବିଭାଗ ସଂଘଚାଳକ ଯତୀନ୍ଦ୍ର ମୋହନ ପାଠୀଙ୍କ ସହିତ ପୂଜ୍ୟ ସ୍ବାମୀ ତେଜୋମୟ ନନ୍ଦ ସରସ୍ଵତୀ, ପୂଜ୍ୟ ସ୍ବାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ, ପୂଜ୍ୟ ସ୍ବାମୀ ପରମାନନ୍ଦ ସରସ୍ୱତୀ ଉପସ୍ଥିତ ଥିଲେ ଓ ରାଷ୍ଟ୍ରିୟ ସ୍ଵୟଂସେବକ ସଂଘ ଓଡ଼ିଶା ପଶ୍ଚିମ ପ୍ରନ୍ତ ସହ କର୍ୟବାହ ଶ୍ରୀ ହରିଶ୍ଚନ୍ଦ୍ର ପରିଡ଼ା ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ସେ ସ୍ଵୟଂସେବକ ମାନଙ୍କୁ ଅଧିକ ଉତ୍ସାହିତ ହୋଇ ସଂଘକର୍ୟକୁ ଗତିଦେବ ପାଇଁ ପ୍ରେରଣା ଦେଇଥିଲେ, ଏହି କାର୍ଯ୍ୟକ୍ରମରେ ପ୍ରନ୍ତୀୟ, ବିଭାଗ, ଜିଲ୍ଳା ର ପ୍ରଚାରକ ଏବଂ ନଗର ର କାର୍ଯ୍ୟକର୍ତା ମାନେ ଉପସ୍ଥିତି ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande