ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ୍ ର ବିଜୟା ଦଶମୀ ତଥା ସଂଘର ଶତବାର୍ଷିକୀ ପାଳନ ସଂଚଳନରେ ସ୍ବୟଂ ସେବକ ମାନଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ ଯୋଗଦେଇ ଚାଲିଲେ
ବଲାଙ୍ଗିର, 2 ଅକ୍ଟୋବର (ହି.ସ.) ଆଜି ବଲାଙ୍ଗିର ନଗର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ୍ ର ବିଜୟା ଦଶମୀ ଉତ୍ସବ ତଥା ସଂଘର ଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ୍ ର ବିଜୟା ଦଶମୀ ତଥା ସଂଘର ଶତବାର୍ଷିକୀ ପାଳନ ସଂଚଳନରେ ସ୍ବୟଂ ସେବକ ମାନଙ୍କ ସହିତ ସ୍ବାସ
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ୍ ର  ବିଜୟା ଦଶମୀ ତଥା ସଂଘର ଶତବାର୍ଷିକୀ ପାଳନ  ସଂଚଳନରେ ସ୍ବୟଂ ସେବକ ମାନଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ  ମୁକେଶ ମହଲିଙ୍ଗ ଯୋଗଦେଇ ଚାଲିଲେ


ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ୍ ର  ବିଜୟା ଦଶମୀ ତଥା ସଂଘର ଶତବାର୍ଷିକୀ ପାଳନ  ସଂଚଳନରେ ସ୍ବୟଂ ସେବକ ମାନଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ  ମୁକେଶ ମହଲିଙ୍ଗ ଯୋଗଦେଇ ଚାଲିଲେ


ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ୍ ର  ବିଜୟା ଦଶମୀ ତଥା ସଂଘର ଶତବାର୍ଷିକୀ ପାଳନ  ସଂଚଳନରେ ସ୍ବୟଂ ସେବକ ମାନଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ  ମୁକେଶ ମହଲିଙ୍ଗ ଯୋଗଦେଇ ଚାଲିଲେ


ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ୍ ର  ବିଜୟା ଦଶମୀ ତଥା ସଂଘର ଶତବାର୍ଷିକୀ ପାଳନ  ସଂଚଳନରେ ସ୍ବୟଂ ସେବକ ମାନଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ  ମୁକେଶ ମହଲିଙ୍ଗ ଯୋଗଦେଇ ଚାଲିଲେ


ବଲାଙ୍ଗିର, 2 ଅକ୍ଟୋବର (ହି.ସ.)

ଆଜି ବଲାଙ୍ଗିର ନଗର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ୍ ର ବିଜୟା ଦଶମୀ ଉତ୍ସବ ତଥା ସଂଘର ଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ୍ ର ବିଜୟା ଦଶମୀ ତଥା ସଂଘର ଶତବାର୍ଷିକୀ ପାଳନ ସଂଚଳନରେ ସ୍ବୟଂ ସେବକ ମାନଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନ୍ୟ ମାନଙ୍କ ସହିତ ପୂର୍ଣ୍ଣ ଗଣ ବେଶରେ ଯୋଗଦେଇ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଚାଲି ଥିଲେ ।

ଦିନ 2,30ରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ଠାରୁ ନଗର ରେ ସଞ୍ଚାଳନ ପାଇଁ ଶୋଭାଯାତ୍ରା ବାହାରି ଶିଶୁ ଉଦ୍ୟାନ, ରୁଗୁଡ଼ି ପଡ଼ା ତେଲିଗୋଠ ପଡ଼ା,ତିକ୍ରପଦା , ମାଳପଦା, ଦୈନିକ ବଜାର, ସମଲେଶ୍ଵରୀ ମନ୍ଦିର ସରକାରୀ ବସଷ୍ଟାଣ୍ଡ, ଜିଲ୍ଲାପାଳ କାର୍ଯ୍ୟାଳୟ , କଳମନ୍ଦଲ ଦେଇ ପୁଣି ବାଳିକା ବିଦ୍ୟାଳୟ ରେ ପହଞ୍ଚିଥିଲା। ସେଠାରେ ସଂଘ ର ଉତ୍ସବ ପାଳନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande