ମୋନ୍ଥା ପାଇଁ ୩୨ ଟ୍ରେନ୍ ବାତିଲ
ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ମୋନ୍ଥା’ ପାଇଁ ୩୨ ଟ୍ରେନ୍ ବାତିଲ ରହିବ। ୨୭ ଓ ୨୮ ତାରିଖରେ ଦୁଇ ଦିନ ପାଇଁ ୩୨ଟି ଟ୍ରେନ୍ ବାତିଲ ରଖିବାକୁ ପୂର୍ବତଟ ରେଲବାଇ ନିଷ୍ପତି ନେଇଛି। ଏହାସହ ଗୋଟିଏ ଟ୍ରେନ୍ ର ଦିଗ ପରିବର୍ତନ କରାଯାଇଥିବା ବେଳେ ଦୁଇଟି ଟ୍ରେନ୍ କୁ ଆଂଶିକ ବାତିଲ କରାଯାଇଛି। --------
ମୋନ୍ଥା ପାଇଁ ୩୨ ଟ୍ରେନ୍ ବାତିଲ


ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ମୋନ୍ଥା’ ପାଇଁ ୩୨ ଟ୍ରେନ୍ ବାତିଲ ରହିବ। ୨୭ ଓ ୨୮ ତାରିଖରେ ଦୁଇ ଦିନ ପାଇଁ ୩୨ଟି ଟ୍ରେନ୍ ବାତିଲ ରଖିବାକୁ ପୂର୍ବତଟ ରେଲବାଇ ନିଷ୍ପତି ନେଇଛି। ଏହାସହ ଗୋଟିଏ ଟ୍ରେନ୍ ର ଦିଗ ପରିବର୍ତନ କରାଯାଇଥିବା ବେଳେ ଦୁଇଟି ଟ୍ରେନ୍ କୁ ଆଂଶିକ ବାତିଲ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande