ସସ୍‌ପେଣ୍ଡ କରି ବୋଧେ ମୋତେ ରିୱାର୍ଡ ଦେଲା ବିଜେଡି - ଅମରେଶ ଜେନା
ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ଜେଲରୁ ବାହାରିବା ପରେ ବିଜେଡିକୁ ତେର୍ଚ୍ଚା ବାଣ ମାରିଛନ୍ତି ପୂର୍ବତନ ବିଜେଡି ନେତା ତଥା କର୍ପୋରେଟର ଅମରେଶ ଜେନା। ସେ କହିଛନ୍ତି ବିଜେଡି ସୁପ୍ରିମୋଙ୍କୁ ଭେଟିବି ନାହିଁ। ଲୋକଙ୍କ ସହିତ ଅଛି, ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି। ବିଜେପି ଆଡକୁ ଢଳୁଛନ୍ତି କି ପ
ସସ୍‌ପେଣ୍ଡ କରି ବୋଧେ ମୋତେ ରିୱାର୍ଡ ଦେଲା ବିଜେଡି - ଅମରେଶ ଜେନା


ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ଜେଲରୁ ବାହାରିବା ପରେ ବିଜେଡିକୁ ତେର୍ଚ୍ଚା ବାଣ ମାରିଛନ୍ତି ପୂର୍ବତନ ବିଜେଡି ନେତା ତଥା କର୍ପୋରେଟର ଅମରେଶ ଜେନା। ସେ କହିଛନ୍ତି ବିଜେଡି ସୁପ୍ରିମୋଙ୍କୁ ଭେଟିବି ନାହିଁ। ଲୋକଙ୍କ ସହିତ ଅଛି, ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି। ବିଜେପି ଆଡକୁ ଢଳୁଛନ୍ତି କି ପ୍ରଶ୍ନରେ ଉତର ଦେଇ ଅମରେଶ କହିଛନ୍ତି ଏବେ ଲୋକଙ୍କ ପାଇଁ କାମ କରୁଛି । ଦଳୀୟ ରାଜନୀତି କଥା ଭାବିନି।

ବିଜେଡି, ବିଜେପି, କଂଗ୍ରେସ ସବୁ ଦଳ ସହିତ ଭାଇଚାରା ରହିଛି। ଆଗକୁ ରାଜନୈତିକ କାର୍ଯ୍ୟ କଳାପ ଜାରି ରହିବ।

ସୂଚନାଯୋଗ୍ୟ ଯେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହେବା ପରେ ଅମରେଶଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande