ଜେଲ ବିଶୃଙ୍ଖଳା ଦୃଢ ଭାବେ ମୁକାବିଲା କରାଯିବ - ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ଜେଲ ସୁରକ୍ଷା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜେଲରେ ପୂର୍ବରୁ କ୍ରମାଗତ ଭାବରେ ବିଶୃଙ୍ଖଳା ହୋଇଆସୁଥିଲା। ନିକଟରେ ୩ରୁ ୪ ଟି ଘଟଣା ଘଟିଛି । ଦୃଢ଼ ଭାବରେ କିଭଳି ମୁକାବିଲା କରାଯିବ ତାହା କରାଯାଉଛି। ଏହାର ନିରାକରଣ ପାଇଁ
ଜେଲ ବିଶୃଙ୍ଖଳା ଦୃଢ ଭାବେ ମୁକାବିଲା କରାଯିବ - ଆଇନ ମନ୍ତ୍ରୀ


ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ଜେଲ ସୁରକ୍ଷା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜେଲରେ ପୂର୍ବରୁ କ୍ରମାଗତ ଭାବରେ ବିଶୃଙ୍ଖଳା ହୋଇଆସୁଥିଲା। ନିକଟରେ ୩ରୁ ୪ ଟି ଘଟଣା ଘଟିଛି । ଦୃଢ଼ ଭାବରେ କିଭଳି ମୁକାବିଲା କରାଯିବ ତାହା କରାଯାଉଛି। ଏହାର ନିରାକରଣ ପାଇଁ ସରକାର ଶତ ପ୍ରତିଶତ ପଦକ୍ଷେପ ନେଉଛନ୍ତି । ଜେଲ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏପରି ଘଟଣା ଯେପରି ନଘଟିବ ସେନେଇ ପଦକ୍ଷେପ ନିଆଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande