୩୭ତମ ଶ୍ରୀରାମ ଚରିତ ମାନସ ପାରାୟଣ ପାଳିତ
ଘଟଗାଁ ୨୮ଅକ୍ଟୋବର (ହିସ) - ଘଟଗାଁ ମାତାରିଣୀ ପୀଠ ଯଜ୍ଞ ମଣ୍ଡପରେ ଚଳିତ ବର୍ଷ୩୭ତମ ଶ୍ରୀରାମ ଚରିତ ମାନସ ପାରାୟଣ ଶ୍ରୀରାମ ପରିଷଦ ପକ୍ଷରୁପାଳିତ ହେଉଅଛି ଏହା ଚଳିତ ଅକ୍ଟୋବର ମାସ୩୧ତାରିଖ ଅପରାହ୍ନରେ ପୂର୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି ଏହି ପରାୟଣରେ ପ୍ରତିଦିନ ସୂର୍ଯ୍ୟ ପୂଜା ସହ ନିତ୍ୟ ପୂଜା
୩୭ତମ ଶ୍ରୀରାମ ଚରିତ ମାନସ ପାରାୟଣ ପାଳିତ


ଘଟଗାଁ ୨୮ଅକ୍ଟୋବର (ହିସ) - ଘଟଗାଁ ମାତାରିଣୀ ପୀଠ ଯଜ୍ଞ ମଣ୍ଡପରେ ଚଳିତ ବର୍ଷ୩୭ତମ ଶ୍ରୀରାମ ଚରିତ ମାନସ ପାରାୟଣ ଶ୍ରୀରାମ ପରିଷଦ ପକ୍ଷରୁପାଳିତ ହେଉଅଛି ଏହା ଚଳିତ ଅକ୍ଟୋବର ମାସ୩୧ତାରିଖ ଅପରାହ୍ନରେ ପୂର୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି ଏହି ପରାୟଣରେ ପ୍ରତିଦିନ ସୂର୍ଯ୍ୟ ପୂଜା ସହ ନିତ୍ୟ ପୂଜାବିଧି ଯଜ୍ଞକର୍ମ ହନୁମାନଚାଳିଶାପାଠସହ ୨୯ତାରିଖ ଦିନ ସୁନ୍ଦରାକାଣ୍ଡ ପଠନ ହେବାର ସ୍ଥିରୀକୃତ ହୋଇଛିପ୍ରତିଦିନ ବହୁପରିମାଣରେ ଶ୍ରଦ୍ଧାଳୁ ଘୃତ ନଡ଼ିଆଅର୍ପଣକରି ପୁର୍ଣ୍ୟ ଅର୍ଜୁନ କରିବାକୁ ଶ୍ରୀରାମ ପରିଷଦର ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ମିଶ୍ର ନିବେଦନ କରିଛନ୍ତିପୂଜକ ବିକ୍ରମକିଶୋର ପାଢ଼ୀ ବ୍ୟସମାହାରାଜ ଅନ୍ତର୍ଯ୍ୟାମୀ ଦାସ ପୂଜା କରୁଥିବା ବେଳେ ସରତଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ବିଜୟାଲକ୍ଷ୍ମୀ ପଟ୍ଟନାୟକ ସଂକଳ୍ପରେ ବସିଛନ୍ତିପ୍ରତିଦିନ ସନ୍ଧ୍ୟାସମୟରେପ୍ରବଚକ ଗୁରୁପ୍ରସାଦ ମହାପାତ୍ର ଓ ପୁରୁଷୋତମ ମହାପାତ୍ର ପ୍ରବଚନ ଦେଇ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande