ନୂଆପଡ଼ା କେରମେଲି ଗ୍ରାମପଞ୍ଚାୟତରେ ବିଜେପିର ନିର୍ବାଚନୀ ସଭା
ନୁଆପଡା କେରମେଲି ଗ୍ରାମରେ ବିଜେପିର ନିର୍ବାଚନୀ ସଭା
ନୁଆପଡା କେରମେଲି ଗ୍ରାମରେ ବିଜେପିର  ନିର୍ବାଚନୀ ସଭା


ନୁଆପଡା କେରମେଲି ଗ୍ରାମରେ ବିଜେପିର  ନିର୍ବାଚନୀ ସଭା


ନୁଆପଡା କେରମେଲି ଗ୍ରାମରେ ବିଜେପିର  ନିର୍ବାଚନୀ ସଭା


ସମ୍ବଲପୁର/ନୂଆପଡ଼ା, ୨୮ ଅକ୍ଟୋବର (ହି.ସ.)- ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଯୋଗେଶ୍ଵର ମଣ୍ଡଳ ଅନ୍ତର୍ଗତ କେରମେଲି ଗ୍ରାମପଞ୍ଚାୟତ ଠାରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ତଥା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଜେପି ନେତୃବୃନ୍ଦ ଉପସ୍ଥିତ କର୍ମି ଓ ଗ୍ରାମବାସୀଙ୍କୁ ଏକ ବିକଶିତ ଓ ସମୃଦ୍ଧ ନୂଆପଡ଼ା ଗଠନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରିବା ପାଇଁ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗେଶ୍ଵର ମଣ୍ଡଳ ଦାୟିତ୍ଵ ରେ ଥିବା ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ମୟୁରଭଞ୍ଜ ସଂସାଦ ଶ୍ରୀ ନବ ଚରଣ ମାଝି, ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି, ମଣ୍ଡଳ ସଭାପତି ସନ୍ତୋଷ ସାହୁ, କେରମେଲି ଶକ୍ତି କେନ୍ଦ୍ର ଦାୟିତ୍ଵରେ ଥିବା ଘନଶ୍ୟାମ ନାଏକଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande