ଗୋବିନ୍ଦ୍ର ପଣ୍ଡାଙ୍କ ସ୍ମୃତି ଚାରଣ ସଭା
ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାଦଶ କ୍ରିୟାରେ ସ୍ମୁତି ଚାରଣ ସଭା ବଡ଼ ରାମ ପୁର ଗ୍ରାମ ଠାରେ ଶିକ୍ଷାବିତ୍ ଗଦାଧର ବାରିକ୍ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ କୁମାର୍ ମଲ୍ଲିକ, ସମାଜ ସେବୀ ବଦ୍ରି ନାରାୟଣ
GOBINDA PANDA SMRUTI SABHA


ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାଦଶ କ୍ରିୟାରେ ସ୍ମୁତି ଚାରଣ ସଭା ବଡ଼ ରାମ ପୁର ଗ୍ରାମ ଠାରେ ଶିକ୍ଷାବିତ୍ ଗଦାଧର ବାରିକ୍ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ କୁମାର୍ ମଲ୍ଲିକ, ସମାଜ ସେବୀ ବଦ୍ରି ନାରାୟଣ ଧଳ, ସରପଞ୍ଚ ଅମୁଲ୍ୟ ନାୟକ, ଅବସପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭାଗିରଥି ରାଉଳ, ଅରୁଣ ଖିଲାର, ଫକିର ଚରଣ ରାଉଳ, ଯୋଗଦେଇ ଗୋବିନ୍ଦ ପଣ୍ଡାଙ୍କ ସରଳ ଦୟାଳୁ କର୍ମଠ ଗୁଣା ବଳି ବିଷୟରେ ଆଲୋକ ପାତ କରିଥିଲେ। ଜେଷ୍ଠ ପୁତ୍ର ଅନନ୍ତ ,ମଧ୍ୟମ ପୁତ୍ର ଅନାଦି ,କନିଷ୍ଠ ପୁତ୍ର ଅକ୍ଷୟ , ପୌତ୍ର ବିଶ୍ୱଜିତ୍ ,ବିଶ୍ୱନାଥ ,ସୋମ୍ୟଜିତ୍‌, ପୁତ୍ରି। ଶୁଭ ସ୍ମିତା ପଣ୍ଡା, ପିତାଙ୍କ ନିଷ୍ଠା କର୍ତ୍ୟବ ପାରାୟଣତା ବିଷୟରେ ବର୍ଣ୍ଣନା କରିଥିଲେ। ଜ୍ୱାଇଁ ଶ୍ରୀକାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande