ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କଳାହାଣ୍ଡି ସାଂସଦ ଘରକୁ ଘର ବୁଲି ଭୋଟ ଭିକ୍ଷା କଲେ
ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ଘରକୁ ଘର ବୁଲି ଭୋଟ ଭିକ୍ଷା

ସମ୍ବଲପୁର/ନୂଆପଡା, ୨୮ ଅକ୍ଟୋବର (ହି.ସ.)- ନୂଆପଡା ବିଧାନସଭା ଉପନିର୍ବାଚନର ନିର୍ବାଚନୀ ମଇଦାନ ଭିନ୍ନ ଭିନ୍ନ ନେତା ବିବିଧ ଢଙ୍ଗରେ ଭୋଟ ଭିକ୍ଷା କରୁଛନ୍ତି । ଆଜି କଳାହାଣ୍ଡି ସାଂସଦ ମାଳବିକା ଦେବୀ ଘରକୁ ଘର ବୁଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଆଜି କୋମନା ବ୍ଲକ ରଜନା ପଞ୍ଚାୟତ ମୁଖ୍ୟାଳୟରେ ଏକ ନିର୍ବାଚନୀ ସଭା ଆୟୋଜନ ହୋଇଥିଲା । ଏଥିରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡବଲ ଇଞ୍ଜିନ ସରକାରର ଲାଭ କିଭଳି ଭାବରେ ଓଡ଼ିଶାବାସୀ ପାଉଛନ୍ତି ତାହା କହିଥିଲେ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେଲେ ନୂଆପଡ଼ାରେ ଟ୍ରିପଲ୍ ଇଞ୍ଜିନ ସରକାରରେ ବିକାଶ ଗତି କ୍ଷୀପ୍ର ହେବ ବୋଲି କହିଥିଲେ । ତା ପରେ ଘରକୁ ଘର ବୁଲି ଜୟଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ ଓ ମଣ୍ଡସ୍ତରୀୟ ପଦାଧିକାରୀଗଣ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande