ମୋନ୍ଥା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଖରା ବର୍ଷାର ଲୁଚକାଳି
ଗଞାମ, ୨୮ ଅକ୍ଟୋବର (ହି.ସ.)- ସମୟ ଯେତିକି ପାଖେଇ ଆସୁଛି‌ ମୋନ୍ଥା ସ୍ଥଳ ଭାଗ ଛୁଇଁଵାକୁ ସେହି ଅନୁସାରେ ଗଞ୍ଜାମ ଵାସୀ ଓ ଚାଷୀଙ୍କ ଛାତି ଧଡ଼ପଡ଼ ହେବାସହ ମନରେ ଆତଙ୍କ ସୃଷ୍ଟି କରିଚାଲିଛି । ଗତକାଲି ଠାରୁ ଜିଲାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇ କିଛି ସମୟ ପାଇଁ ବର୍ଷା ଛାଡି ପୁ
ମୋନ୍ଥା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଖରା ବର୍ଷାର ଲୁଚକାଳି


ଗଞାମ, ୨୮ ଅକ୍ଟୋବର (ହି.ସ.)- ସମୟ ଯେତିକି ପାଖେଇ ଆସୁଛି‌ ମୋନ୍ଥା ସ୍ଥଳ ଭାଗ ଛୁଇଁଵାକୁ ସେହି ଅନୁସାରେ ଗଞ୍ଜାମ ଵାସୀ ଓ ଚାଷୀଙ୍କ ଛାତି ଧଡ଼ପଡ଼ ହେବାସହ ମନରେ ଆତଙ୍କ ସୃଷ୍ଟି କରିଚାଲିଛି । ଗତକାଲି ଠାରୁ ଜିଲାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇ କିଛି ସମୟ ପାଇଁ ବର୍ଷା ଛାଡି ପୁଣି ଟାଣ ଖରା ହେଉଛି। ବାତ୍ୟା ତଥା ବର୍ଷାକୁ ଦୃଷ୍ଟିରେ ରଖି କେତେକ ଅସାଧୁ ବ୍ୟବସାୟୀ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ପନିପରିବା ଦରବୃଦ୍ଧି କରିଥିବା ଅଭିଯୋଗ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande