ତହଁକ କୁଟୁମର କୋସଲି କବିତା ଆସର
ବଲାଙ୍ଗୀର, ୨୮ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଦିନ ଅବସରରେ ଆଜି ସ୍ଥାନୀୟ ସୈନିକ ଭବନ ଠାରେ ତହଁକ କୁଟୁମ ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି। କବି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍‌, ହାସ୍ୟ ଅଭିନେତା ବିନ୍ଦୁ,
ତହଁକ କୁଟୁମ ର କୋସଲି କବିତା ଆସର


ତହଁକ କୁଟୁମ ର କୋସଲି କବିତା ଆସର


ତହଁକ କୁଟୁମ ର କୋସଲି କବିତା ଆସର


ବଲାଙ୍ଗୀର, ୨୮ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଦିନ ଅବସରରେ ଆଜି ସ୍ଥାନୀୟ ସୈନିକ ଭବନ ଠାରେ ତହଁକ କୁଟୁମ ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି। କବି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍‌, ହାସ୍ୟ ଅଭିନେତା ବିନ୍ଦୁ, ନିହାଲ ସିଂ, କବି ଶୁସାନ୍ତ ବାଗ, କବି ଦିଲ୍ଲିପ ପୁରୋହିତ, କବି ଗୋପିନାଥ ଦଣ୍ଡସେନା, ବିନୋଦ କାଳସାଏ, ପ୍ରତାପ ଚନ୍ଦ୍ର ରଥ ମଂଚାସୀନ ଥିଲେ। କବି ଦିଲ୍ଲିପ ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସଂପାଦକ ରାଜେଶ ଦଣ୍ଡସେନା ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ ମୂଖ୍‌ଯ ସଂପାଦକ ଅର୍ଜୁନ କୁମାର ସାହୁ ସଭା ପରିଚାଳନା କରିଥିଲେ। ପରେ ପୁଷ୍ପାଞ୍ଜଳି ମେହେର ଏବଂ ମିଲନ ପଣ୍ଡାଙ୍କ ସଂଯୋଜନା କବିତା ଆସରରେ ଶତାଧିକ କବି ଯୋଗଦେଇ କୋସଲି କବିତା ପଠନ କରିଥିଲେ। ନିରୁପମା ମିଶ୍ର, ମଧୁସୂଦନ ଦାସ, ବ୍ରହ୍ମାନନ୍ଦ ବନଛୋର, ପ୍ରଭାସିନି ଭୋଇ, ସୁଦେଷ୍ନା ମିଶ୍ର, ଉତମ ଖମାରୀ, ବାବା ରଘୁନାଥ, ଧର୍ମେନ୍ଦ୍ର ପ୍ରଧାନ,ଶୁଭସ୍ମିତା ମାହାଣା, ନେପାଲ ବାଗ୍‌, ଚିନ୍ମୟ ମେହେର,ଯାଜ୍ଞସେନୀ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ନିରୁପମା ପଟେଲ, ରାଜିବ ଭୋଇ,ରାମଶଙ୍କର ଶତପଥୀ କବିତା ପାଠ କରିଥିଲେ। ଗୋପାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande