
ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.)- ବାତ୍ୟା ମୋନ୍ଥାକୁ
ନେଇ ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ଏହି ସମୀକ୍ଷା ବୈଠକ
। ବୈଠକରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ
ମନୋଜ ଆହୁଜା ,ଉନ୍ନୟନ କମିଶନର ତଥା
ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏସଆରସି ,କୃଷି ସଚିବ ,ସ୍ୱାସ୍ଥ୍ୟ ସଚିବ ,ପଂଚାୟତିରାଜ
ସଚିବ ,ଶକ୍ତି ସଚିବ ,ପୋଲିସ ଡିଜି , ଅଗ୍ନିଶମ ଡିଜିଙ୍କ ସମେତ ଅନ୍ୟାନ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି । ବାତ୍ୟା
ପ୍ରଭାବିତ ହେବା ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ଭିସି ଯୋଗେ ଯୋଡ଼ି ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା